ବରଗଡ଼ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ କଟାବାହାଲ ଠାରେ ଆଜି ଶ୍ରମିକ ଙ୍କ ସହଦେଖା କଲେ ବିଡ଼ିଓ ଲକ୍ଷ୍ମଣ ମାଝୀ ।