ବିଜେପୁର ବିଧାୟକ ସନତ କୁମାର ଗାଡତୀୟାଙ୍କ ବାସଭବନକୁ ମହିଳା କମିଶନ ସଦସ୍ୟା ମୁକ୍ତା ସାହୁଙ୍କ ସୌଜନ୍ୟ ମୂଳକ ସାକ୍ଷାତ ମହିଳା ସମସ୍ୟା ସହ ବିଭିନ୍ନ ଅଞ୍ଚଳୀୟ ମୁଦ୍ଦା ଉପରେ ଆଲୋଚନା ରାଜ୍ୟରେ ମହିଳାଙ୍କ ସୁରକ୍ଷା, ନ୍ୟାୟ ଓ ସାମାଜିକ ସମସ୍ୟାଗୁଡ଼ିକୁ ନେଇ ସଚେତନତା ବଢ଼ାଇବା ଉଦ୍ଦେଶ୍ୟରେ ରାଜ୍ୟ ମହିଳା କମିଶନର ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ ବିଜେପୁର ବିଧାୟକ ଶ୍ରୀ ସନତ କୁମାର ଗାଡତୀୟାଙ୍କ ବାସଭବନରେ ସୌଜନ୍ୟ ମୂଳକ ସାକ୍