ବିଜେପୁର: ବିଜେପୁର ବିଧାୟକ ସନତ କୁମାର ଗଡ଼ତୀୟା ଙ୍କ ନେତୃତ୍ୱରେ ବିଜେପୁର ଠାରେ ବନ୍ଦେ ମାତରଂ ଓ ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ସଂକଳ ବୈଠକ ହୋଇଥିଲା
ମାନ୍ୟବର ବିଜେପୁର ବିଧାୟକ ଶ୍ରୀମାନ ସନତ କୁମାର ଗଡ଼ତୀୟା ଙ୍କ ନେତୃତ୍ୱରେ ବିଜେପୁର ଠାରେ ବନ୍ଦେ ମାତରଂ ଓ ଆତ୍ମନିର୍ଭର ଭାରତ ଓ ସ୍ବଦେଶୀ ସଂକଳ୍ପ ଅଭିଯାନ ର ବୈଠକ ଅନୁଷ୍ଠିତ ହେଲା l