ବିଜେପୁର: ଗାଇସିଲେଟ ଶିଶୁ ମନ୍ଦିର ଠାରେ ଆଜି ବାର୍ଷିକ ମହୋତ୍ସବ ର ଉଦଯାପନୀ ମହୋତ୍ସବ ଅନୁଷ୍ଠିତ
ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ଗାଇସିଲେଟ ସରସ୍ଵତୀ ଶିଶୁ ମନ୍ଦିର ଠାରେ ଆଜି ତିନି ଦୀନ ଧରି ଚାଲିଥିଲା ବାର୍ଷିକ ଉତ୍ସବ ଏନେଇ ଅଜି ଉଦଯାପନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ।