ବରଗଡ ଜିଲ୍ଲା ବିଜେପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗାଇସିଲେଟ ବ୍ଲକ ସରଧାପାଲି ନୂଆପାଲି ଧାନମଣ୍ଡି ଠାରେ ଆଜି ଧାନ ବୋଝେଇ ଟ୍ରକ ଚିତ୍ର ଦେଖିବାକୁ ମିଳିଛି ।