ବିଜେପୁର: ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ଗାଇସିଲେଟ ବ୍ଲକ ପକ୍ଷରୁ ବୀରତା ଦିବସ ପାଇଁ କନ୍ଧୁମୁଣ୍ଡା, ଗୌରେନମୁଣ୍ଡା ଗାଁରେ ପ୍ରସ୍ତୁତି ଅନୁଷ୍ଠିତ
ଆଜି ପଶ୍ଚିମ ଓଡ଼ିଶା ଆଦିବାସୀ ମହାସଂଘ ଗାଇସିଲେଟ ବ୍ଲକ ପକ୍ଷରୁ ବୀରତା ଦିବସ ପାଇଁ କନ୍ଧୁମୁଣ୍ଡା, ଗୌରେନମୁଣ୍ଡା ଗାଁରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଜୟ ଆଦିବାସୀ ଜୟ ଜୋହାର୍