Public App Logo
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
Gujarat
Congress
Modi
Delhi
Viral
मारपीट
Crime
Jharkhand
Dm
Up
Bollywood
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh

ବିଜେପୁର: ବିଜେପୁର ସରସ୍ୱତୀ ଶିଶୁମନ୍ଦିରର ୩୦ତମ ବାର୍ଷିକ ଉତ୍ସବ ଭବ୍ୟ ଭାବେ ଉଦ୍‌ଯାପିତ

ବିଜେପୁର ସରସ୍ୱତୀ ଶିଶୁମନ୍ଦିରର ୩୦ତମ ବାର୍ଷିକ ଉତ୍ସବ ଭବ୍ୟ ଭାବେ ଉଦ୍‌ଯାପିତ । ବରଗଡ଼ ଜିଲ୍ଲା ବିଜେପୁର ସ୍ଥିତ ସରସ୍ୱତୀ ଶିଶୁମନ୍ଦିରର ୩୦ତମ ବାର୍ଷିକ ଉତ୍ସବ ଶିକ୍ଷା, ସଂସ୍କାର ଓ ସଂସ୍କୃତିର ସମନ୍ୱୟ ସହିତ ଅତ୍ୟନ୍ତ ଭବ୍ୟ ଭାବେ ଅନୁଷ୍ଠିତ ହୋଇଯାଇଛି। ତିନି ଦଶକ ଧରି ଅଞ୍ଚଳରେ ମୂଲ୍ୟବୋଧ ଆଧାରିତ ଶିକ୍ଷା ପ୍ରସାର କରୁଥିବା ଏହି ଶିକ୍ଷାନୁଷ୍ଠାନର ବାର୍ଷିକ ଉତ୍ସବରେ ବହୁ ସଂଖ୍ୟାରେ ଅଭିଭାବକ ଯୋଗଦେଇଥିଲେ ।
ବିଜେପୁର: ବିଜେପୁର ସରସ୍ୱତୀ ଶିଶୁମନ୍ଦିରର ୩୦ତମ ବାର୍ଷିକ ଉତ୍ସବ ଭବ୍ୟ ଭାବେ ଉଦ୍‌ଯାପିତ - Bijepur News