ବରଗଡ଼ ଜିଲ୍ଲା ବିଜେପୁର ବିଧାୟକ ସନତ କୁମାର ଗଡ଼ତିଆ ଆଜି ଦିଲ୍ଲୀ ଠାରେ ନୀତିନ ଙ୍କୁ ଭେଟିଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ ଏବଂ ଅଞ୍ଚଳ ର ବିଭିନ୍ନ ସମସ୍ୟା କୁ ନେଇ ଆଲୋଚନା କରିଥିଲେ ।