Public App Logo
Jansamasya
News
Maharashtra
Bjp
National
Police
Bihar
India
Coronavirus
कांग्रेस
मौत
बीजेपी
Congress
Modi
Delhi
Viral
Rajasthan
मध्यप्रदेश
Bollywood
Breakingnews
Madhya_pradesh
Pmmodi
Rahulgandhi
Uttarpradesh
Haryana
Uttarakhand
Crimenews
Karnataka
Education
Rss

News in Puruna Katak

କଣ୍ଟାମାଳ: ବାଉଁଶୁଣୀ ଛକ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମତ୍ସ୍ଯ ଓ କଚ୍ଛପ ଅବତାର

କଣ୍ଟାମାଳ: ବାଉଁଶୁଣୀ ଛକ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ମତ୍ସ୍ଯ ଓ କଚ୍ଛପ ଅବତାର

Kantamal, Boudh (Bauda) | Jul 18, 2026

ବୌଦ୍ଧ ସଦର: ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ଅଚିନ୍ହିତ ଭୋଟରଙ୍କ ଶୁଣାଣୀ ଶିବିରରେ

ବୌଦ୍ଧ ସଦର: ବୌଦ୍ଧ ବ୍ଲକ କାର୍ଯ୍ୟାଳୟ ଠାରେ ଅଚିନ୍ହିତ ଭୋଟରଙ୍କ ଶୁଣାଣୀ ଶିବିରରେ

Baudh Sadar, Boudh (Bauda) | Jul 18, 2026

ଜଳବନ୍ଦୀ ସମସ୍ୟାକୁ ନେଇ ବୌଦ୍ଧରେ ତୀବ୍ର ଜନଅସନ୍ତୋଷ: ରାସ୍ତାରେ ଟାୟାର ଜାଳି ପ୍ରତିବାଦ 
​ଲଗାଣ ବର୍ଷା ସାଙ୍ଗକୁ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଯୋଗୁଁ ବୌଦ୍ଧ ସହର ବୁଟୁପାଲି ସ୍ଥିତ ଝାମୁଛକରେ ଦେଖାଦେଇଛି ଜଳାବଦ୍ଧତା। ଦୀର୍ଘ ସମୟ ଧରି ବର୍ଷା ପାଣି ନିଷ୍କାସନ ହୋଇନପାରିବାରୁ ସ୍ଥାନୀୟ ବାସିନ୍ଦାମାନେ ଅତିଷ୍ଠ ହୋଇ ଆଜି ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିଛନ୍ତି।
​ଖବର ପାଇ ଘଟଣାସ୍ଥଳରେ ବୌଦ୍ଧ ଉପଜିଲ୍ଲାପାଳ ବିନୟ ଭୋଇ, PWD SDO ଏବଂ ବୌଦ୍ଧ ଥାନା ଅଧିକାରୀ ନଳିନୀ କାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି।
​#Boudh #BoudhNews #RoadBlock #RainWater #PublicProtest #Butupali #OdishaNews #LocalIssues

ଜଳବନ୍ଦୀ ସମସ୍ୟାକୁ ନେଇ ବୌଦ୍ଧରେ ତୀବ୍ର ଜନଅସନ୍ତୋଷ: ରାସ୍ତାରେ ଟାୟାର ଜାଳି ପ୍ରତିବାଦ ​ଲଗାଣ ବର୍ଷା ସାଙ୍ଗକୁ ଡ୍ରେନେଜ୍ ବ୍ୟବସ୍ଥା ବିପର୍ଯ୍ୟସ୍ତ ହେବା ଯୋଗୁଁ ବୌଦ୍ଧ ସହର ବୁଟୁପାଲି ସ୍ଥିତ ଝାମୁଛକରେ ଦେଖାଦେଇଛି ଜଳାବଦ୍ଧତା। ଦୀର୍ଘ ସମୟ ଧରି ବର୍ଷା ପାଣି ନିଷ୍କାସନ ହୋଇନପାରିବାରୁ ସ୍ଥାନୀୟ ବାସିନ୍ଦାମାନେ ଅତିଷ୍ଠ ହୋଇ ଆଜି ରାସ୍ତା ଉପରେ ଟାୟାର ଜାଳି ଅବରୋଧ କରିଛନ୍ତି। ​ଖବର ପାଇ ଘଟଣାସ୍ଥଳରେ ବୌଦ୍ଧ ଉପଜିଲ୍ଲାପାଳ ବିନୟ ଭୋଇ, PWD SDO ଏବଂ ବୌଦ୍ଧ ଥାନା ଅଧିକାରୀ ନଳିନୀ କାନ୍ତ ଦାସ ପ୍ରମୁଖ ଉପସ୍ଥିତ ରହି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ସମସ୍ୟାର ସମାଧାନ ପାଇଁ ଚେଷ୍ଟା କରୁଛନ୍ତି। ​#Boudh #BoudhNews #RoadBlock #RainWater #PublicProtest #Butupali #OdishaNews #LocalIssues

Baudh Sadar, Boudh (Bauda) | Jul 18, 2026