Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews

ଅତାବିରା: ଅତାବିରା ବସଷ୍ଟାଣ୍ଡରେ ବାଇକ କୁ ଧକ୍କା ଦେଲା ଟ୍ରକ ଅଳ୍ପକେ ବର୍ତ୍ତିଲେ ବାଇକ ଆରୋହି

ଆଜି ସୋମବାର ରାତି ୮ଟାରେ ଅତାବିରା ବସଷ୍ଟାଣ୍ଡରେ ଜଣେ ବାଇକ ଆରୋହିକୁ ଟ୍ରକ ଧକ୍କା ଦେଇଥିବା ବେଳେ ବାଇକ ଆରୋହି ଛିଟିକି ଅଳ୍ପକେ ବର୍ତ୍ତି ଯାଇଛନ୍ତି |

MORE NEWS

ଚାଷୀ ମାନଙ୍କ ବିଭିନ୍ନ ସମସ୍ୟାକୁ ନେଇ ସଂଯୁକ୍ତ ରାଜ୍ୟ କୃଷକ ସଙ୍ଗଠନ ବରଗଡ଼ ର ଜିଲ୍ଲାପାଳ ଅଫିସ ଆଗରେ ଧାରଣା

Attabira, Bargarh (Baragarh) | Jun 23, 2026

ଚାଷୀଙ୍କ ଦ୍ୱାରା ଆଜି ହେବାକୁ ଥିବା ରାସ୍ତାରୋକ ଆନ୍ଦୋଳନ ସ୍ଥଗିତ

Attabira, Bargarh (Baragarh) | Jun 16, 2026

ଡଭା ସୋସାଇଟିରେ 514 ଜଣଙ୍କ ଚାଷୀଙ୍କ ଟୋକନ ଆଦୌ ନ ଆସିବାରୁ ଆଞ୍ଚଳିକ କୃଷକ ସଂଗଠନ ତରଫରୁ 13 ଦିନର ଅହୋରାତ୍ର ଆମରଣ ଅନଶନରେ ବସିଥିଲେ। ପଦ୍ମପୁର ଉପଜିଲ୍ଲାପାଳ ହେମସାଗର ଭୋଇ, ARCS ଏବଂ ACSO ଆସି ଆନ୍ଦୋଳନ କାରୀଙ୍କ ସହିତ ଆଲୋଚନା କରିଥିଲେ। ଟୋକନ ପାଇବାରୁ ବଞ୍ଚିତ ଥିବା 68 ଜଣ ଚାଷୀଙ୍କ ଟୋକନ ଆସିଅଛି ଏବଂ ଧୀରେଧୀରେ ସମସ୍ତ ପଞ୍ଜିକୃତ ଚାଷୀଙ୍କ ଟୋକନ ଆସିବ ଓ ସମସ୍ତ ଚାଷୀ ସରକାରୀ ମୂଲ୍ୟରେ ଧାନ ବିକ୍ରି କରିପାରିବେ,କୌଣସି ଚାଷୀଙ୍କ କଟନୀ ଛଟଣୀ ହେବନାହିଁ ବୋଲି ନିର୍ଭର ପ୍ରତିଶୃତି ଦେଲା ପରେ ଚାଷୀମାନେ ଆନ୍ଦୋଳନରୁ ଉହୁରିଥିଲେ।  ଯଦି ଚାଷୀମାନଙ୍କ ଧାନ ବିକ୍ରି ନ ହୁଏ ତାହାହେଲେ ପୁଣି ଆନ୍ଦୋଳନକୁ ଦୁର୍ବାର କରାଯିବ ବୋଲି ସଙ୍ଗଠନ ତରଫରୁ ଚେତାବନୀ ଦେଇଛନ୍ତି। ପ୍ରକାଶ ଥାଉକି ଝାରବନ୍ଧ ବ୍ଲକ ଜିଲ୍ଲା ମହକୁମାରୁ 140 ଦୂରରେ ଥିବା ଅବିକଶିତ ଆଦିବାସୀ ବହୁଳ ଏବଂ ଦାଦନ ପ୍ରବଣ ଅଞ୍ଚଳ ଅଟେ। ଏହି ବ୍ଲକରେ ବିଶେଷ ଭାବରେ ଜଳସେଚନ ସୁବିଧା ନାହିଁ ନିଜସ୍ୱ ବା ସରକାରଙ୍କ ତରଫରୁ ଗଭୀର ନଳକୂପ ଜରିଆରେ ଚାଷ ହେଉଅଛି। ବିଦ୍ୟୁତ ସାହାଯ୍ୟ ଜଳସେଚନ ଅତ୍ୟନ୍ତ ଖର୍ଚ୍ଚ ବହୁଳ ଓ ଶ୍ରମଭିତ୍ତିକ ଅଟେ। ଏଣୁ ଏହି ଅଞ୍ଚଳର ଚାଷୀମାନେ ସର୍ବନିମ୍ନ ସରକାରୀ ସୁବିଧା ପାଇବାରୁ ମଧ୍ୟ ବଞ୍ଚିତ ହୋଇଥାନ୍ତି। ଏଣୁ କଷ୍ଟ ଉପାର୍ଜିତ କୃଷିଜାୟ ଫସଲ ଧାନ ବିକ୍ରି ପାଇଁ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି। ଚଳିତ ବର୍ଷ ରବିଋତୁରେ ଧାନବିକ୍ରି ପାଇଁ ପଞ୍ଜିକରଣ ହୋଇ ଟୋକନ ନ ଆସିବା ସେମାନଙ୍କ ପାଇଁ ଅଭିଶାପ ମନେହେଉଥିଲା। ଆଜି ଉପଜିଲ୍ଲାପାଳ ଆସି ଧାନ କିଣାର ଆଶ୍ୱାସନା ପରେ ଚାଷୀମାହଳରେ ଆନନ୍ଦର ଲହରୀ ଖେଳି ଯାଇଥିଲା। ଆନ୍ଦୋଳନ କାରୀମାନେ ବିଭିନ୍ନ ନାରା ଦେଇ ମୋଟର ସାଇକେଲ ଯୋଗେ ଡଭା ଗ୍ରାମ ପରିକ୍ରମା କରିଥିଲେ। ପରେ ସପ୍ତତାହିକି ବଜାର ପାଖରେ ଥିବା ବୀର ବଜରଙ୍ଗ ବଳି ମନ୍ଦିରରେ ପୂଜାର୍ଚନା କରି ବାଣ ଫୋଟଇ ପରସ୍ପର ମଧ୍ୟରେ ଆଲିଙ୍ଗନ କାରକରି ହୋଇ ମିଠା ବଣ୍ଟନ କରିଥିଲେ।ଆନ୍ଦୋଳନ କାରୀଙ୍କୁ ସହଯୋଗ କରୁଥିବା ସଂଯୁକ୍ତ କୃଷକର ରମେଶ ମହାପାତ୍ର, ଅଜିତ ଶତପଥୀ, ରବିଶଙ୍କର ପଧାନ, କିଶୋର ସାହୁ, ପ୍ରଭାତ ସାହୁ ଙ୍କ କହିବା ଅନୁସାରେ ଏହା ତାଙ୍କ ପାଇଁ ବିଜୟୀ ଅଟେ।

Attabira, Bargarh (Baragarh) | Jun 14, 2026

ମାଆ ଛେଉଣ୍ଡ ଶିଶୁ ଦୁଇଟି  ଏବେ ବି ଚାହିଁ ରହିଛନ୍ତି ମାଆ ର ଫେରିଵା ବାଟକୁ 

ଜଣେ ଡାକ୍ତରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ମାଁ କୁ ହରେଇ ଥିବା ଦୁଇ କୋମଲ ଶିଶୁ ଭାଇ ଭଉଣୀଙ୍କୁ ଆପଣ ଆଶୀର୍ବାଦ କରନ୍ତୁ

ମାଆ ଛେଉଣ୍ଡ ଶିଶୁ ଦୁଇଟି ଏବେ ବି ଚାହିଁ ରହିଛନ୍ତି ମାଆ ର ଫେରିଵା ବାଟକୁ ଜଣେ ଡାକ୍ତରଙ୍କ ଭୁଲ ନିଷ୍ପତ୍ତି ଯୋଗୁଁ ମାଁ କୁ ହରେଇ ଥିବା ଦୁଇ କୋମଲ ଶିଶୁ ଭାଇ ଭଉଣୀଙ୍କୁ ଆପଣ ଆଶୀର୍ବାଦ କରନ୍ତୁ

Attabira, Bargarh (Baragarh) | Jun 13, 2026

ବରଗଡ଼ ଜିଲ୍ଲା ଅତାବିରା ଥାନା ଗୋଡ଼ଭଗା ଫାଣ୍ଡି ଅନ୍ତର୍ଗତ କୁମେଲସିଂହାରେ ପୋଲିସ ଧରିଲା ଚୋରି ଧାନ ବୋଝେଇ ଟ୍ରକ l ସୂଚନାକ୍ରମେ ସମ୍ବଲପୁର ଜିଲ୍ଲା ଗମ୍ଭାରୀକଣ୍ଟା ଗ୍ରାମର ଶୁଭମ ସାହୁ ନାମକ ଜଣେ ଚାଷୀ ତାଙ୍କର ଧାନ ୫୬୦ ପାକେଟ ସମ୍ବଲପୁର କୁଲିତା ନୂଆପାଲି ମାର୍କେଟରୁ ଜଗଦମ୍ବା ରାଇସ ମିଲକୁ ଆଣୁଥିବା ବେଳେ ଟ୍ରକ ସହ ଚୋରି ହୋଇଥିଲା l ଯାହା ଖବର ପାଇ ଗୋଡ଼ଭଗା ପୋଲିସ କୁମେଲସିଂହା ଗ୍ରାମରୁ ଉଦ୍ଧାର କରିଥିବା ବେଳେ ଚୋର ଫେରାର ଥିବାର ଜଣା ପଡ଼ିଛି l ଚୋରକୁ ଧରିବା ପାଇଁ ପୋଲିସର ତଦନ୍ତ ଜାରି ରହିଛି

Attabira, Bargarh (Baragarh) | Jun 10, 2026