#କଳାହାଣ୍ଡିରେ_ମୁଇଁ_କଲାହାଣ୍ଡିଆ_ଲେଖା ଯେମିତି ନିଜ ମାଟି ଓ ପରିଚୟ ପ୍ରତି ଗର୍ବର ଭାବନା ସୃଷ୍ଟି କରୁଛି, ସେହିଭଳି କୋରାପୁଟରେ “ମୁଇଁ କୋରାପୁଟିଆ” ଲେଖା ହେଲେ କେମିତି ଲାଗିବ? ❤️🌿
ପାହାଡ଼, ଝରଣା, ଜଙ୍ଗଲ ଓ ଆଦିବାସୀ ସଂସ୍କୃତିର ଏହି ସୁନ୍ଦର ମାଟି ପାଇଁ “ମୁଇଁ କୋରାପୁଟିଆ” ନିଶ୍ଚିତ ଭାବେ ଏକ ନିଆରା ପରିଚୟ ହୋଇପାରେ। ❤️
ଆପଣଙ୍କ ମତ କଣ?
କୋରାପୁଟରେ ଏଭଳି “ମୁଇଁ କୋରାପୁଟିଆ” ଲେଖା ହେବା ଉଚିତ କି? କମେଣ୍ଟରେ ଜଣାନ୍ତୁ। 👇
#ମୁଇଁକୋରାପୁଟିଆ #Koraput #କୋରାପୁଟ #ଆମମାଟିଆମଗର୍ବ #KoraputLove