Public App Logo
🇮🇳 ସୁନାବେଡ଼ାରେ ମହା ଆଡମ୍ବରରେ ତ୍ରିରଙ୍ଗା ଯାତ୍ରା 🇮🇳 ଦେଶପ୍ରେମର ଭାବନାରେ ଉତ୍ସବମୁଖର ହୋଇଉଠିଛି ସୁନାବେଡ଼ା ସହର। ୮୦ତମ ସ୍ୱାଧୀନତା ଦିବସକୁ ନେଇ ମହା ଆଡମ୍ବର ସହକାରେ ଆୟୋଜିତ ହୋଇଛି ବିଶାଳ ତ୍ରିରଙ୍ଗା ଯାତ୍ରା। 🇮🇳 ହାତରେ ତ୍ରିରଙ୍ଗା ଧରି ଦେଶଭକ୍ତିର ନାରା ଦେଇ ଶତାଧିକ ଲୋକ ଏହି ଯାତ୍ରାରେ ସାମିଲ ହୋଇଥିଲେ। ସମଗ୍ର ସୁନାବେଡ଼ା ଅଞ୍ଚଳ ତ୍ରିରଙ୍ଗା ରଙ୍ଗରେ ରଙ୍ଗିନ ହୋଇଉଠିବା ସହ ଦେଶପ୍ରେମର ମାହୋଲ ସୃଷ୍ଟି ହୋଇଥିଲା। 🇮🇳 ତ୍ରିରଙ୍ଗା ଆମ ଗର୍ବ, ଭାରତ ଆମ ଗୌରବ। ଜୟ ହିନ୍ଦ୍ 🇮🇳 | ବନ୍ଦେ ମାତରମ୍ 🇮🇳 #TrirangaYatra #Sunabeda #IndependenceDay #80thIndependenceDay #JaiHind #VandeMataram #KoraputNews - Koraput Town News