୫ ଘଣ୍ଟା ପରେ ସାଲୁର ଘାଟିରୁ ହଟିଲା ଆଳୁ ବୋଝେଇ ଟ୍ରକ୍, ସ୍ୱାଭାବିକ ହେଲା ଯାତାୟାତ
ପଶ୍ଚିମବଙ୍ଗରୁ ବିଶାଖାପାଟଣା ଯାଉଥିବା ଆଳୁ ବୋଝେଇ ଟ୍ରକ୍ ସାଲୁର ଘାଟିରେ ଦୁର୍ଘଟଣାଗ୍ରସ୍ତ। ଦୀର୍ଘ ୫ ଘଣ୍ଟା ଧରି ଉଭୟ ପାର୍ଶ୍ୱରେ ଶତାଧିକ ଗାଡି ଅଟକି ରହିଲା, ରୋଗୀ ଓ ଯାତ୍ରୀ ନାହିଁ ନଥିବା ହଇରାଣ ହେଲେ। ଶେଷରେ ଆନ୍ଧ୍ର ପ୍ରଶାସନ ଦୁଇଟି କ୍ରେନ୍ ଲଗାଇ ଟ୍ରକ୍ ହଟାଇବା ପରେ ରାସ୍ତା ସ୍ୱାଭାବିକ ହୋଇଛି। ଉଦ୍ଧାରରେ ବିଳମ୍ବକୁ ନେଇ ଅସନ୍ତୋଷ।
#SalurGhati #SalurGhatAccident #Koraput #JeyporeBreaking #AndhraPradesh #TruckAccident #OdishaNews #KoraputNews #OdishaAndhraRoad #TrafficJam #BreakingNews
Koraput, Koraput | Nov 10, 2026