ଝରିଗାଁ କୋର୍ଟରେ ଅଭାବନୀୟ ଘଟଣା! ଲୁହା ଛଡ଼ରେ ବିଚାରପତି, ଏପିପି ଓ ସୁରକ୍ଷାକର୍ମୀଙ୍କୁ ମହିଳାଙ୍କ ଆକ୍ରମଣ
ନବରଙ୍ଗପୁର ଜିଲ୍ଲା ଝରିଗାଁ ଜେଏମଏଫସି କୋର୍ଟ ପରିସରରେ ଅଭାବନୀୟ ଘଟଣା।
ଯୌତୁକ ନିର୍ଯାତନା ମାମଲାର ଶୁଣାଣି ବେଳେ ମହିଳା ଜଣକ ବ୍ୟାଗରୁ ଲୁହା ଛଡ଼ ବାହାର କରି ଆକ୍ରମଣ କଲେ।
ଏଥିରେ ଏପିପି ପ୍ରଦୀପ ପଟ୍ଟନାୟକ ଗୁରୁତର ଆହତ, ବିଚାରପତି ସ୍ମିତା ଲାକ୍ରା ଏବଂ ସୁରକ୍ଷାକର୍ମୀ ମିନକେତନ ଗନ୍ତାୟତ ମଧ୍ୟ ଆହତ।
କୋର୍ଟ ଭଳି ସୁରକ୍ଷିତ ସ୍ଥାନକୁ ଲୁହା ଛଡ଼ କେମିତି ଗଲା? ସୁରକ୍ଷା ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନବାଚୀ!
ଘଟଣାକୁ ନିନ୍ଦା କଲା ଓକିଲ ସଂଘ, କଠୋର କାର୍ଯ୍ୟାନୁଷ୍ଠାନ ଦାବି।
#JharigaonCourtAttack #NabarangpurNews #Jharigaon #OdishaNews #CourtAttack #BreakingNews #JeyporeBreaking #Nabarangpur #JharigaonCourt #OdiaNews