କଳାହାଣ୍ଡି: ମୋଟେର ଜୟପାଟଣା ରାସ୍ତାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାଇକ୍ ଧକ୍କାରେ ପଥଚାରୀ ଗୁରୁତର
Kalahandi, Kalahandi | Oct 19, 2026
କଲମପୁର ଥାନା ଅଧୀନ ରଣମାଲ ନିକଟରେ ବାଇକ୍ ଧକ୍କାରେ ମୋତେଲଗୁଡା ଗ୍ରାମର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ଦୁର୍ଗାପୂଜା ଦେଖି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଆହତଙ୍କୁ ଚିକିତ୍ସା ପାଇଁ ଜୟପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି।