Public App Logo
୮୦ତମ ସ୍ଵାଧୀନତା ଦିବସର ଶୁଭେଚ୍ଛା ୮୦ତମ ସ୍ଵାଧୀନତା ଦିବସ ଅବସରରେ କୋରାପୁଟ ଜିଲ୍ଲାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି କୋରାପୁଟ ମୁନସିପାଲିଟି ଚେୟାରମେନ ଲଲାଟ ରଞ୍ଜନ ସେଠୀ। ଦେଶର ସ୍ଵାଧୀନତା, ଏକତା ଓ ଅଖଣ୍ଡତାର ସୁରକ୍ଷା ସହ କୋରାପୁଟର ସର୍ବାଙ୍ଗୀଣ ବିକାଶ ପାଇଁ ସମସ୍ତେ ଏକାଠି ହୋଇ କାମ କରିବାକୁ ସେ ଆହ୍ୱାନ ଦେଇଛନ୍ତି। 🇮🇳 ଜୟ ହିନ୍ଦ୍ | ବନ୍ଦେ ମାତରମ୍ 🇮🇳 #ସ୍ଵାଧୀନତାଦିବସ #IndependenceDay #Koraput #KoraputNews #Odisha - Koraput Town News