ମହାକାଳପଡା: ସୁଗଲ ଗ୍ରାମରେ ଅନୁଷ୍ଠିତ ହନୁମାନ ଯଜ୍ଞରେ ମନ୍ତ୍ରୀ ଙ୍କ ଯୋଗଦାନ
ମହାକାଳପଡା ନିର୍ବାଚନ ମଣ୍ଡଳୀର ସୁନିତୀ ପଞ୍ଚାୟତର ସୁଗଲ ଗ୍ରାମରେ ଅନୁଷ୍ଠିତ ହନୁମାନ ଯଜ୍ଞରେ ମଙ୍ଗଳବାର ସନ୍ଧ୍ୟା ୬.୩୦ମିନିଟ ସମୟରେ ଯୋଗଦେଇଛନ୍ତି ବିଧାୟକ ତଥା ମନ୍ତ୍ରୀ ଶ୍ରୀଯୁକ୍ତ ଅତନୁ ସବ୍ୟସାଚୀ ନାୟକ। ମହିଳା ମାନେ କିଭଳି ସ୍ବାବଲମ୍ବୀ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା ରହିବା ସହ ଠାକୁରଙ୍କ ଆର୍ଶୀବାଦ ନେବା ସହ ଅଞ୍ଚଳବାସୀଙ୍କ ମଙ୍ଗଳ କାମନା କରିଥିବା ସୂଚନା।