Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Maharashtra
Bjp
National
Police
Bihar
कांग्रेस
Congress
Modi
Delhi
Viral
Crime
Up
अमित_शाह
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Lucknow
Uttarakhand
Sambalpur
Crimenews
amagaonamakhabar_2
2
ଖୋର୍ଦ୍ଧା: ଖୋର୍ଦ୍ଧା ବିଜେବି ଉଚ୍ଚ ବିଦ୍ୟାଳୟ ଅଡିଟୋରିୟମରେ ଯୁବୋତ୍ସବ ଅନୁଷ୍ଠିତ
Khordha, Khordha
| Dec 2, 2025
MORE NEWS
Khordha, Khordha | Jun 23, 2026
How to Know If Your Lungs Are Healthy #drsaratbehera #healthguardian #reelsvideoシ #reelsviralシfb
Khordha, Khordha | Jun 23, 2026
ଭାରତର କେଉଁ ସହର କଦଳୀ ରାଜଧାନୀ ଭାରେ ଜଣାଶୁଣା? || Odisha Connect #BananaCapitalOfIndia #Jalgaon
Khordha, Khordha | Jun 23, 2026
ମହିଳା ମାନେ ସରଳ ବିଶ୍ୱାସୀ || Barsha Singh Bariha#BJD #NaveenPatnaik #BijuJanataDal #BarshaSinghBariha
Khordha, Khordha | Jun 23, 2026
କୋରାପୁଟ ଜିଲ୍ଲା ବୈପାରୀଗୁଡା ଥାନା ଅଧିନସ୍ଥ ବଦଲିପାହାଡ଼ ରୁ ମାଓ ସାମଗ୍ରୀ ଜବତ କରାଯାଇଛି।କୋରାପୁଟ ଏସପି ରୋହିତ ବର୍ମାଙ୍କ ସୂଚନା ଅନୁସାରେ ଯେଉଁ ମାଓବାଦୀ ମାନେ ଆତ୍ମ ସମର୍ପଣ କରିଛନ୍ତି। ସେମାନଙ୍କୁ ପଚାର ଉଚରା କରାଯାଇଥିଲା। ସେମାନଙ୍କ ଠାରୁ ତଥ୍ୟ ସଂଗ୍ରହ କରାଯାଇ ଡିଭିଏଫ ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା। ପାହାଡ଼ ରୁ ଗୋଟେ ଇନଶାସ ରାଇଫଲ ବନ୍ଧୁକ,6ଟି ଦେଶୀ ବନ୍ଧୁକ, କ୍ଲାମର ମାଇନ,7ଟି ଟିଫିନ ବୋମା, ମାଓବାଦୀ କିଟ ବ୍ୟାଗ, ମାଓ ପୁସ୍ତକ, ଔଷଧ ଓ ଖାଦ୍ୟ ସାମଗ୍ରୀ ଜବତ କରାଯାଇଛି। ଏହି ଅସ୍ତ୍ର ଓ ବିସ୍ଫୋରକ ଗୁଡ଼ିକ ଆନ୍ଧ୍ର-ଓଡ଼ିଶା ବର୍ଡର ସ୍ପେସିଆଲ ଜୋନାଲ କମିଟି ମାଓବାଦୀ କ୍ୟାଡରଙ୍କର ହୋଇପାରେ ବୋଲି ଅନୁମାନ କରାଯାଉଛି । ଏହି ସାମଗ୍ରୀ ସାଧାରଣ ଲୋକ ଓ ସୁରକ୍ଷା କର୍ମୀ ଉପରେ ଆକ୍ରମଣ ପାଇଁ ରଖାଯାଇଥିବା ସନ୍ଦେହ କରାଯାଉଛି। କୋରାପୁଟ ଜ଼ିଲ୍ଲା ସମ୍ପୂର୍ଣ୍ଣ ମାଓ ମୁକ୍ତ ଭାବେ ଘୋଷଣା କରାଯାଇଥିଲେ ମଧ୍ୟ ଏବେ ବି ମାଓବାଦୀ ଙ୍କ ଉପରେ କୋରାପୁଟ ପୋଲିସ ର ନଜର ରହିଛି ବୋଲି ଏକ ସାମ୍ବାଦିକ ସମ୍ବିଳନୀ କରି କୋରାପୁଟ ଏସପି ରୋହିତ ବର୍ମା ସୂଚନା ଦେଇଛନ୍ତି। #Deshduniyakhabar24 #koraput #naxal #NaxalFreeIndia
Khordha, Khordha | Jun 23, 2026