Public App Logo
Jansamasya
News
Bjp
National
Police
Bihar
India
कांग्रेस
भाजपा
Congress
Modi
Delhi
Viral
Crime
Jharkhand
Up
Bollywood
दिल्ली
Breakingnews
महिला
Narendramodi
Madhya_pradesh
सोशल_मीडिया
Madhyapradesh
Pmmodi
Rahulgandhi
Ipl
Uttarpradesh
Haryana
Cricket

ପରଜଙ୍ଗ: ବଡ଼ଝରା ଗାଁ ନିକଟରେ ଦୁର୍ଘଟଣା ଘରକୁ ଫେରୁଥିଲେ ଯୁବକ। ଦ୍ରୁତ ଗତିରେ ମାଡି ଆସି ଚାପିଦେଲା କାର, ଚାଲିଗଲା ଜୀବନ

Parajang, Dhenkanal | Dec 1, 2025
ବଡ଼ଝରା ଗାଁ ନିକଟରେ ଦୁର୍ଘଟଣା ଘରକୁ ଫେରୁଥିଲେ ଯୁବକ। ଦ୍ରୁତ ଗତିରେ ମାଡି ଆସି ଚାପିଦେଲା କାର, ଚାଲିଗଲା ଜୀବନ ପରଜଙ୍ଗ ଥାନା ୫୩ ନଂ ଜାତୀୟ ରାଜପଥର ବଡ଼ଝରା ଗାଁ ନିକଟରେ ଷୋମବାର ସନ୍ଧ୍ୟା ୬ଟାରେ କାର ଧକ୍କାରେ ଜଣେ ଯୁବକଙ୍କର ଜୀବନ ଯାଇଛି। ମୃତ ଯୁବକ ଜଣଙ୍କ ବଡଝରା ନୁଆସାହି ଗାଁର ଅମ୍ବୁଜ ନାୟକ। ଅମ୍ବୁଜ ରେଙ୍ଗାଳି ବାମ ପାର୍ଶ୍ୱ କେନାଲ ପାଖରୁ ଘରକୁ ଫେରୁଥିବା ବେଳେ କାମାକ୍ଷାନଗର ଆଡୁ ଦ୍ରୁତ ଗତିରେ ଆସୁଥିବା ଏକ କାର ତାଙ୍କୁ ଧକ୍କା ଦେଇ ଚାଲି ଯାଇଥିଲା। ତେବେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏ ନେଇ ବେଶ କିଛି ସମୟ ଧରି ୫୩ ନଂ ଜାତୀୟ ରାଜପଥରେ ଗାଡି ଚଳାଚଳ

MORE NEWS