ଲୋଇସିଂହା ଏନ୍ଏସିରେ ବେଆଇନ ମଦ ବିକ୍ରିକୁ ନେଇ ଥାନାରେ ଅଭିଯୋଗ କଲେ ମହିଳା। ଚୋରା ମଦ କାରବାର ବନ୍ଦ କରିବାକୁ ଦାବି। ପୋଲିସ ପକ୍ଷରୁ ଚଢ଼ଉ କରି ୨୦ ଲିଟରରୁ ଅଧିକ ମଦ ଜବତ, ଜଣେ ବ୍ୟବସାୟୀ ଗିରଫ।