Public App Logo
Jansamasya
News
पुलिस
Maharashtra
Bjp
National
Police
Bihar
India
Gujarat
भाजपा
Congress
Modi
Delhi
Viral
Bollywood
दिल्ली
Patna
Breakingnews
Narendramodi
Madhya_pradesh
Nsui
Madhyapradesh
Pmmodi
Rahulgandhi
यूपी
Bhopal
सपा
Uttarpradesh
Haryana

ଲୋଇସିଂହା: ଆଗଲପୁର ବ୍ଲକ ଗିରିଗୋବର୍ଦ୍ଧନ ପୀଠରେ ବ୍ରାହ୍ମଣ ସଂଘ ବୈଠକ ୟୁଜିସି ନିୟମକୁ ନେଇ ଚର୍ଚ୍ଚା

Loisinga, Balangir | Feb 18, 2026
ବଲାଙ୍ଗୀର ଜିଲ୍ଲାର ଆଗଲପୁର ବ୍ଲକ ଅନ୍ତର୍ଗତ ସାଲେଭଟା ନିକଟସ୍ଥ ଗିରିଗୋବର୍ଦ୍ଧନ ପୀଠରେ ଆଜି ଅପରାହ୍ନ ତିନିଟା ସମୟରେ ବ୍ରାହ୍ମଣ ସଂଘର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସଂଘର ସଭାପତି ମୁକୁନ୍ଦ ନାୟକଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବ୍ଲକର ସମସ୍ତ ପଞ୍ଚାୟତ ପ୍ରତିନିଧିମାନେ ଯୋଗଦେଇଥିଲେ। ସଂପାଦକ ବିରାଜ ପାଢ଼ୀ ଅତିଥି ପରିଚୟ ଦେଇଥିବାବେଳେ ସଞ୍ଜୀବ କୁମାର ତ୍ରିପାଠୀ ସ୍ଵାଗତ ଭାଷଣ ରଖିଥିଲେ। ବୈଠକରେ ଉଚ୍ଚଶିକ୍ଷା ବିଭାଗରେ ଆସୁଥିବା ୟୁଜିସି ନିୟମକୁ ନେଇ ଆଲୋଚନା ହୋଇଥିଲା। ଏହି ନିୟମ ଲାଗୁ ହେଲେ ସାଧାରଣ ବର୍ଗର ଛାତ୍ରଛାତ୍ରୀମାନେ ଶୋଷଣ ଓ ଅବହେଳାର ସମ୍ମୁଖୀନ