Public App Logo
Jansamasya
News
Bjp
National
Police
Bihar
बिहार
कांग्रेस
भाजपा
Congress
Modi
Delhi
Viral
Jharkhand
Bollywood
Breakingnews
Narendramodi
Madhya_pradesh
Pmmodi
Rahulgandhi
यूपी
Uttarpradesh
Haryana
Cricket
Uttarakhand
Sambalpur
Crimenews
Karnataka
Aap
Kota

ଲୋଇସିଂହା: ଡ଼ୁଡୁକା ଆଦର୍ଶ ବିଦ୍ୟାଳୟରେ ଫେଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ ସିଡିଏମ୍ ଓଙ୍କ ପ୍ରତିକ୍ରିୟା

Loisinga, Balangir | Feb 20, 2026
ଜିଲ୍ଲାର ଆଗଲପୁର ବ୍ଲକ ଅନ୍ତର୍ଗତ ଡ଼ୁଡୁକା ଆଦର୍ଶ ବିଦ୍ୟାଳୟ ଠାରେ ଆଜିଠାରୁ ଫେଲେରିଆ ନିରାକରଣ ଅଭିଯାନ ଆରମ୍ଭ ହୋଇଛି। ଏହି ଅବସରରେ ସିଡିଏଓ କାର୍ଯ୍ୟାଳୟ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ସହ ଔଷଧ ବଣ୍ଟନ କାର୍ଯ୍ୟ ଆରମ୍ଭ କରାଯାଇଛି। ସିଡିଏଓ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ଯେ, ଫେଲେରିଆ ମୁକ୍ତ ଜିଲ୍ଲା ଗଠନ ପାଇଁ ସମସ୍ତଙ୍କ ସହଯୋଗ ଅତ୍ୟାବଶ୍ୟକ। ଲୋକମାନେ ନିର୍ଭୟ ଭାବେ ନିର୍ଦ୍ଧାରିତ ଔଷଧ ସେବନ କରି ଅଭିଯାନକୁ ସଫଳ କରିବାକୁ ସେ ଆହ୍ୱାନ ଜଣାଇଛନ୍ତି।
ଲୋଇସିଂହା: ଡ଼ୁଡୁକା ଆଦର୍ଶ ବିଦ୍ୟାଳୟରେ ଫେଲେରିଆ ନିରାକରଣ ଅଭିଯାନର ଶୁଭାରମ୍ଭ ସିଡିଏମ୍ ଓଙ୍କ ପ୍ରତିକ୍ରିୟା - Loisinga News