ଲଖନପୁର: ଝାରସୁଗୁଡ଼ାରେ ଆରମ୍ଭ ହେଲା ‘ଅଭୟା’ ଅଭିଯାନ, ରାଜ୍ୟରେ ପ୍ରଥମ ଜିଲ୍ଲା
ଝାରସୁଗୁଡ଼ା ଜିଲ୍ଲାରେ ମହିଳାଙ୍କ ସ୍ୱାସ୍ଥ୍ୟ ଓ ସମ୍ମାନକୁ ଗୁରୁତ୍ୱ ଦେଇ ଆରମ୍ଭ ହୋଇଛି ‘ଅଭୟା’ ଅଭିଯାନ। ସମସ୍ତ ସରକାରୀ କାର୍ଯ୍ୟାଳୟରେ ମାସିକ ଋତୁସ୍ରାବ ସ୍ୱଚ୍ଛତା ଭିତ୍ତିଭୂମି ସୁନିଶ୍ଚିତ କରିବାରେ ଝାରସୁଗୁଡ଼ା ଓଡ଼ିଶାରେ ପ୍ରଥମ।