ଲଖନପୁର: ଝାରସୁଗୁଡ଼ାରେ ଶୁଭାରମ୍ଭ ହେଲା ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-2026
ଝାରସୁଗୁଡ଼ା ଏମ୍ସିଏଲ୍ ଅଡିଟୋରିୟମ୍ରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି-2026' ଆରମ୍ଭ ହୋଇଛି। ଜିଲ୍ଲାପାଳ ଶ୍ରୀ କୁଣାଲ ମୋତିରାମ ଚହ୍ୱାଣ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍ଘାଟନ କରିଛନ୍ତି। ଏହି ମଞ୍ଚ ଛାତ୍ରଛାତ୍ରୀଙ୍କ ସୃଜନଶୀଳତା ଓ ପ୍ରତିଭାର ବିକାଶରେ ସହାୟକ ହେବ।