ଲଖନପୁର: ବ୍ରଜରାଜନଗରରେ ପୋଲିସର ବଡ ସଫଳତା: 4ଟି ଚୋରି ବାଇକ୍ ଜବତ, 2 ଗିରଫ
ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ପୋଲିସକୁ ବଡ ସଫଳତା। ଚୋରି ବାଇକ୍ ଉଦ୍ଧାର ସହ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଜବତ ହୋଇଛି ୪ଟି ମୋଟରସାଇକେଲ। #Jharsuguda #Brajarajnagar #OdishaPolice #CrimeNews