ଦୁର୍ଘଟଣା ରୋକିବା ପାଇଁ ରାସ୍ତା ଉପରେ ଷ୍ଟପ୍ ବୋର୍ଡ ରଖାଗଲା।
ବୀରମିତ୍ରପୁର ରାଇବୋଗା ରୋଡରେ ବାରମ୍ବାର ଦୁର୍ଘଟଣାକୁ ନଜରରେ ରଖି ଏବଂ ବିଧାୟକ ଙ୍କୁ ଜନସାଧାରଣ ଙ୍କର ଅଭିଯୋଗ ପରେ ବୀରମିତ୍ରପୁର ଥାନା ଅଧିକାରୀ ଙ୍କୁ ଶ୍ରୀ ଔରବିନ୍ଦ ସ୍କୁଲ ସାମ୍ନାରେ ଷ୍ଟପ୍ ବୋର୍ଡ ଲଗାଇବା ପାଇଁ ବୀରମିତ୍ରପୁର ବିଧାୟକ ଙ୍କ ଆଇନ ପରାମର୍ଶଦାତା ମହମ୍ମଦ ଏଜାଜ ଆଲମ ଅନୁରୋଧ କରିଥିଲି। ଆଜି ତୁରନ୍ତ ବ୍ୟାରିକେଡ୍ ଲଗାଯାଇଛି। ଦ୍ରୁତ ପଦକ୍ଷେପ ନେଇଥିବାରୁ ଅଂଚଳ ବାସୀଙ୍କ ବୀରମିତ୍ରପୁର ଥାନା ଅଧିକାରୀ ଦିନେଶ କୁମାର ପଟ୍ଟା ଏବଂ ବୀରମିତ୍ରପୁର ବିଧାୟକ ଶ୍ରୀ Rohit Joseph Tirkeyଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଦିଆଯାଇଥିଲା
#birmitrapur
#RoadAccident
#stopboard
#Odisha
#OdishaPolice
#odishacitynews
Raurkela M, Sundargarh | Nov 24, 2026