Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
Bjp
National
Police
Bihar
India
कांग्रेस
Gujarat
Accident
Congress
Modi
Delhi
Viral
मारपीट
Jharkhand
Breakingnews
Narendramodi
Nitishkumar
Madhya_pradesh
Nsui
Madhyapradesh
Pmmodi
Rahulgandhi
Uttarpradesh
Haryana
Cricket
Lucknow
Uttarakhand
Crimenews
abhisek.govind
ମାଲକାନଗିରି : ସ୍କୁଲ୍ ଛାତରୁ ଗଳୁଛି ପାଣି, ଅଭିଭାବକଙ୍କ ପ୍ରତିବାଦ! ବର୍ଷା ହେଲେ ସ୍କୁଲ୍ ଛାତରୁ ଗଳୁଛି ପାଣି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଭିଭାବକମାନେ ସ୍କୁଲ୍ରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି ଅଭିଭାବକ। #Malkangiri
Malkangiri, Malkangiri
| Aug 8, 2026
#malkangiri
MORE NEWS
ଆସନ୍ତା ପବିତ୍ର ରକ୍ଷା ବନ୍ଧନ (ରାକ୍ଷୀ ପୂର୍ଣ୍ଣିମା) ଅବସରରେ ସୁଭଦ୍ରା ଯୋଜନାର ପଞ୍ଚମ କିସ୍ତି ଟଙ୍କା ପ୍ରଦାନ କରାଯିବ
Malkangiri, Malkangiri | Aug 7, 2026
ଚାକିରି ନାରେ ଠକେଇ ଅଭିଯୁକ୍ତ ଗିରଫ! ଚାକିରି ନାରେ ସୋସିଆଲ ମିଡିଆରେ ମିଥ୍ୟା ବିଜ୍ଞାପନ ବାହାର କରିଥିବା ଠକ୍ ଅଭିଯୁକ୍ତଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ମାଲକାନଗିରି ପୋଲିସ। ଅଭିଯୁକ୍ତ ହେଉଛନ୍ତି ବିଶ୍ବଜିତ ଜେନା। ଗତ କିଛି ଦିନ ତଳେ ସୋସିଆଲ ମିଡିଆରେ ମାଲକାନଗିରି ଜିଲ୍ଲା ପାଇଁ ମିଛ ଚାକିରି ନିଯୁକ୍ତି ବିଜ୍ଞାପନ ପ୍ରକାଶ କରିଥିଲେ ଠକ୍ ଜଣଂକ। ତେବେ ମାଲକାନଗିରି ପୋଲିସ ପକ୍ଷରୁ ଘଟଣାକୁ ଜାଣିବା ପରେ ଦୃଢ଼ତାର ସହିତ ନେଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହିତ ତାଙ୍କ ପାଖରୁ ୩ଟି ମୋବାଇଲ ଫୋନ୍ କିଛି ବ୍ୟାଙ୍କ ଆକାଉଣ୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରିଥିବା ନେଇ ମାଲକାନଗିରି ଏସଡିପିଓ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
Malkangiri, Malkangiri | Aug 7, 2026
ମାଲକାନଗିରି : ଚାକିରି ଦେବା ନାଁରେ ଠକେଇ: ଭୁବନେଶ୍ୱରରୁ ଜଣେ ଗିରଫ, ୩ଟି ମୋବାଇଲ ଓ ପାମ୍ପଲେଟ ଜବତ । #MalkangiriPolice #FakeJobOffer #MalkangiriNews #Odisha
Malkangiri, Malkangiri | Aug 7, 2026
ନନ୍ଦପୁରର କାଲାଡି ସ୍କୁଲରେ ଅଘଟଣ : ଫାଟକ ଭୁଶୁଡ଼ି ୪ ଛାତ୍ର ଆହତ, ୨ ଗୁରୁତର #Koraput #Nandapur #KaladiSchool #SchoolAccident #StudentSafety #OdishaNews #Education #SchoolInfrastructure #KoraputNews #Odisha #AdarshNewsLive
Malkangiri, Malkangiri | Aug 6, 2026
ମାଲକାନଗିରି : ସ୍କୁଲ୍ ଛାତରୁ ଗଳୁଛି ପାଣି, ଅଭିଭାବକଙ୍କ ପ୍ରତିବାଦ! ବର୍ଷା ହେଲେ ସ୍କୁଲ୍ ଛାତରୁ ଗଳୁଛି ପାଣି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଭିଭାବକମାନେ ସ୍କୁଲ୍ରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି ଅଭିଭାବକ। #Malkangiri - Malkangiri News