ମାଲକାନଗିରି : ସ୍କୁଲ୍ ଛାତରୁ ଗଳୁଛି ପାଣି, ଅଭିଭାବକଙ୍କ ପ୍ରତିବାଦ!
ବର୍ଷା ହେଲେ ସ୍କୁଲ୍ ଛାତରୁ ଗଳୁଛି ପାଣି। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଅଭିଭାବକମାନେ ସ୍କୁଲ୍ରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ସମସ୍ୟାର ତୁରନ୍ତ ସମାଧାନ ଦାବି କରିଛନ୍ତି ଅଭିଭାବକ।
#Malkangiri
Malkangiri, Malkangiri | Aug 8, 2026