Public App Logo
Jansamasya
News
Bjp
National
Police
Bihar
India
जनसमस्या
कांग्रेस
भाजपा
Congress
Modi
Delhi
Viral
Jharkhand
Iyc
Bollywood
दिल्ली
Patna
Breakingnews
महिला
Narendramodi
Madhya_pradesh
सोशल_मीडिया
Mp
Madhyapradesh
Pmmodi
Rahulgandhi
Ipl
Uttarpradesh

ସୁନ୍ଦରଗଡ ସହର: ଶଙ୍କରାରେ ଅଟୋ ଧକ୍କାରେ ସ୍କୁଟି ଆରୋହୀ ଗୁରୁତର

ଆଜି ନଭେମ୍ୱର 3 ତାରିଖ ସୋମବାର ଶଙ୍କରା SBI ATM ସମ୍ମୁଖରେ ରାତି 8:40 ପାଖାପାଖି ଘଟିଛି ଏହି ଘଟଣା। ଜଣେ ସ୍କୁଟି ଆରୋହୀଙ୍କୁ ଏକ ଅଟୋ ରିକ୍ସା ଧକ୍କା ଦେବା ଫଳରେ ସ୍କୁଟି ଆରୋହୀ ଗୁରୁତର ଆହତ ହୋଇଛନ୍ତି। ତେବେ କେତେକ ସ୍ଥାନୀୟ ଲୋକ ସମ୍ପୃକ୍ତ ଅଟୋ ଚାଳକକୁ କାବୁ କରିବା ସହ ଉତ୍ତମ ମଧ୍ୟମ ଦେଇ ସେହି ଅଟୋରେ ସମ୍ପୃକ୍ତ ସ୍କୁଟି ଆରୋହୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଟାଉନ ଥାନାକୁ ଅବଗତ କରିଥଲେ। ତେବେ ଟାଉନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସ୍କୁଟିକି ଜବତ କରିବା ସହ ଡାକ୍ତର ଖାନାରେ ପହଞ୍ଚି ଗୁରୁତରଙ୍କୁ ct San କରିବା ସହ ତାଙ୍କ ବୟାନ ନେଇଥିବା ଜଣା ପଡିଛି।

MORE NEWS

ରାଉରକେଲା; ଭାରସାମ୍ୟ ହରାଇ ଡିଭାଡର ଉପରେ ଚଢିଗଲା କାର, ସମସ୍ତେ ସୁରକ୍ଷିତ 

#smsnewsnetwork #rourkela #chhendps #ringroad

ରାଉରକେଲା; ଭାରସାମ୍ୟ ହରାଇ ଡିଭାଡର ଉପରେ ଚଢିଗଲା କାର, ସମସ୍ତେ ସୁରକ୍ଷିତ #smsnewsnetwork #rourkela #chhendps #ringroad

Sundargarh Town, Sundargarh | Jun 8, 2026

ରାଉରକେଲା; ଆନ୍ତଃ ରାଜ୍ୟ ଜୁଆ ଗ୍ଯାଙ୍ଗ ଘରେ ଚଢ଼ାଉ ଦାମୀ କାର,ସୁନା ରୂପା ଅଳଙ୍କାର,ନଗଦ ୨୮ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଜବତ,ଦୁଇ ଭାଇ ଗିରଫ 

#smsnewsnetwork #rourkela #sprourkela #digwr #sector15ps #gambling

ରାଉରକେଲା; ଆନ୍ତଃ ରାଜ୍ୟ ଜୁଆ ଗ୍ଯାଙ୍ଗ ଘରେ ଚଢ଼ାଉ ଦାମୀ କାର,ସୁନା ରୂପା ଅଳଙ୍କାର,ନଗଦ ୨୮ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଜବତ,ଦୁଇ ଭାଇ ଗିରଫ #smsnewsnetwork #rourkela #sprourkela #digwr #sector15ps #gambling

Sundargarh Town, Sundargarh | Jun 8, 2026

SMS News Bureau Rourkela 

ନିଃଶୁଳ୍କ ମେଗା ସ୍ବାସ୍ଥ୍ୟସେବା ଶିବିର ଆୟୋଜିତ,
କମ୍ରେଡ ବନମାଳୀ ଧୁପାଳଙ୍କ ପୂଣ୍ୟତିଥି ରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ।

ରାଉରକେଲା:  କମ୍ରେଡ ବନମାଳୀ ଧୁପାଳଙ୍କ ପଞ୍ଚମ ପୂଣ୍ୟତିଥି ରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର , ରକ୍ତଦାନ ଶିବିର ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ ପ୍ରୟାତ କମ୍ରେଡ ଧୁପାଳ ଜଣେ ସତ୍ୟନିଷ୍ଠ ଶ୍ରମିକ ନେତା ଭାବେ କୋଇଡା,କାଲଟା , ଟେନସା ଆଦି ଅଞ୍ଚଳରେ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ଲଢେଇ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ଥିଲେ ଅଗ୍ରଗଣ୍ୟ। ସେହିପରି ସେ ମୃତ୍ୟୁ ପରେ ତାଙ୍କ ଶରୀରକୁ ଦାନ କରି ସମାଜ ପାଇଁ ଉଦାହରଣ ପାଲଟିଥିଲେ । ଏହି କ୍ରମରେ ବନମାଳୀ ଧୁପାଳ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ନିଃଶୁଳ୍କ ମେଗା ସ୍ବାସ୍ଥ୍ୟସେବା ଶିବିର ବିଶ୍ରା ବ୍ଲକ୍ ସ୍ଥିତ ଉଡୁଷୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡ ମଧୁସ୍ମିତା ଧୁପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଟ୍ରଷ୍ଟି ଧନେଶ୍ଵର ଦାସଙ୍କ ସହଯୋଗରେ ଆୟୋଜିତ ଏହି ଶିବିରରେ ଆପୋଲୋ ହସ୍ପିଟାଲ ଓ ହାଇଟେକ୍ ମେଡିକାଲ୍ କଲେଜର ବରିଷ୍ଠ ସ୍ନାୟୁ ବିଶେଷଜ୍ଞ ତଥା ଟ୍ରଷ୍ଟର ସଭାପତି ଡାକ୍ତର ଦୀପ୍ତି ରଞ୍ଜନ ତ୍ରିପାଠୀ, ହୃଦରୋଗ ବିଶେଷଜ୍ଞ ଡାକ୍ତର ମିଲନ ଶତପଥୀ, ଔଷଧ ବିଶେଷଜ୍ଞ ଡାକ୍ତର ରାକେଶ ଖଟୁଆ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ତାସି କ୍ରିଷ୍ଣନ, ସର୍ଜରୀ ବିଶେଷଜ୍ଞ ଡାକ୍ତର ଅରୁଣ ପାଣ୍ଡେ ପ୍ରମୁଖ ଯୋଗଦେଇ ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ଚିକିତ୍ସା ସହ ଉପଦେଶ ଓ ମାଗଣା ଔଷଧ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଫୁଲମଣି କେରକେଟା,ସରପଞ୍ଚ ଦୁଲାରୀ ଖାଖା, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟା ପ୍ରଧାନ ଯୋଗଦେଇ ଟ୍ରଷ୍ଟ ର ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷା ଡ ଧୁପାଳ ସ୍ବର୍ଗତ ପିତା ବନମାଳୀଙ୍କ ପୂଣ୍ୟ ତିଥି ଅବସରରେ ତାଙ୍କର ଜୀବନାଦର୍ଶ, ସମାଜ ପ୍ରତି ଦାୟିତ୍ୱବୋଧ, ସାମାଜିକ ପ୍ରତିବଦ୍ଧତାର କିପରି ମୂର୍ତ୍ତିବନ୍ତ ବ୍ୟକ୍ତିତ୍ଵ ଥିଲେ ତାହା ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ଏହିପରି ସାମାଜିକ କାର୍ଯ୍ୟକ୍ରମ ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ଟ୍ରଷ୍ଟି ଶ୍ରୀ ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ପ୍ରଥମ ଡାକ୍ତରୀ ପଢୁଥିବା ଛାତ୍ର ସତ୍ୟ ଓରାମ, ଆଶାକର୍ମୀ ଜୟନ୍ତୀ ନାୟକ,ସୁମନ ଓରାମ, ସ୍ବେଚ୍ଛାସେବୀ ମେରୀ ବାର୍ଲା,ଚୁମାନୀ ଓରାମ, ଶାନ୍ତି ମାଝୀ,ଲିଲି ସଏ, ଶିକ୍ଷକ ସଞ୍ଜୟ ଲାକ୍ରା, ସ୍କୁଲ ପରିଚାଳନା ସଭାପତି ଶୀତଳ ସମାସୀ,ସୁମିତ ଓରାମ ଓ ହସ୍ପିଟାଲ ତରଫରୁ ନିଲୁ ଦାସ, ସୁଶାନ୍ତ କୁମାର ସାହୁ,ଆର୍ଯ୍ୟନ ପ୍ରସାଦ, ରାହୁଲ କୁମାର ସାହୁ, ସଞ୍ଜୀବ ସାମଲ, ହେମନ୍ତ ଦାସ, ଆଶିଷ ତିୱ।ରୀ, ସିଦ୍ଧାର୍ଥ ସାହୁ, ରବିନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ଅନୁଷ୍ଠାନ ତରଫରୁ ମାଗଣା ପୋଷାକ ବଣ୍ଟନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ହାଇଟେକ୍ ମେଡିକାଲ୍ କଲେଜ ଠାରେ ଏକ ରକ୍ତଦାନ ଶିବିର ଓ ବୈକୁଣ୍ଠ ଘାଟ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯାଇ ସାଧାରଣରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଡାକ୍ତର ମାନଙ୍କୁ ସେମାନଙ୍କ ନିଃସ୍ଵାର୍ଥପର ସେବା ପାଇଁ ଅନୁଷ୍ଠାନ ତରଫରୁ ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

SMS News Bureau Rourkela ନିଃଶୁଳ୍କ ମେଗା ସ୍ବାସ୍ଥ୍ୟସେବା ଶିବିର ଆୟୋଜିତ, କମ୍ରେଡ ବନମାଳୀ ଧୁପାଳଙ୍କ ପୂଣ୍ୟତିଥି ରେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ। ରାଉରକେଲା: କମ୍ରେଡ ବନମାଳୀ ଧୁପାଳଙ୍କ ପଞ୍ଚମ ପୂଣ୍ୟତିଥି ରେ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର , ରକ୍ତଦାନ ଶିବିର ଓ ସ୍ବଚ୍ଛତା କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଯାଇଛି। ସୂଚନାଯୋଗ୍ୟ ଯେ ପ୍ରୟାତ କମ୍ରେଡ ଧୁପାଳ ଜଣେ ସତ୍ୟନିଷ୍ଠ ଶ୍ରମିକ ନେତା ଭାବେ କୋଇଡା,କାଲଟା , ଟେନସା ଆଦି ଅଞ୍ଚଳରେ ଶ୍ରମିକଙ୍କ ସ୍ୱାର୍ଥ ପାଇଁ ଲଢେଇ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବାରେ ଥିଲେ ଅଗ୍ରଗଣ୍ୟ। ସେହିପରି ସେ ମୃତ୍ୟୁ ପରେ ତାଙ୍କ ଶରୀରକୁ ଦାନ କରି ସମାଜ ପାଇଁ ଉଦାହରଣ ପାଲଟିଥିଲେ । ଏହି କ୍ରମରେ ବନମାଳୀ ଧୁପାଳ ଚାରିଟେବୁଲ ଟ୍ରଷ୍ଟ ଦ୍ଵାରା ନିଃଶୁଳ୍କ ମେଗା ସ୍ବାସ୍ଥ୍ୟସେବା ଶିବିର ବିଶ୍ରା ବ୍ଲକ୍ ସ୍ଥିତ ଉଡୁଷୁ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡ ମଧୁସ୍ମିତା ଧୁପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ଓ ଟ୍ରଷ୍ଟି ଧନେଶ୍ଵର ଦାସଙ୍କ ସହଯୋଗରେ ଆୟୋଜିତ ଏହି ଶିବିରରେ ଆପୋଲୋ ହସ୍ପିଟାଲ ଓ ହାଇଟେକ୍ ମେଡିକାଲ୍ କଲେଜର ବରିଷ୍ଠ ସ୍ନାୟୁ ବିଶେଷଜ୍ଞ ତଥା ଟ୍ରଷ୍ଟର ସଭାପତି ଡାକ୍ତର ଦୀପ୍ତି ରଞ୍ଜନ ତ୍ରିପାଠୀ, ହୃଦରୋଗ ବିଶେଷଜ୍ଞ ଡାକ୍ତର ମିଲନ ଶତପଥୀ, ଔଷଧ ବିଶେଷଜ୍ଞ ଡାକ୍ତର ରାକେଶ ଖଟୁଆ, ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡାକ୍ତର ତାସି କ୍ରିଷ୍ଣନ, ସର୍ଜରୀ ବିଶେଷଜ୍ଞ ଡାକ୍ତର ଅରୁଣ ପାଣ୍ଡେ ପ୍ରମୁଖ ଯୋଗଦେଇ ପ୍ରାୟ ୨୫୦ ରୁ ଉର୍ଦ୍ଧ୍ବ ବ୍ୟକ୍ତିଙ୍କର ଚିକିତ୍ସା ସହ ଉପଦେଶ ଓ ମାଗଣା ଔଷଧ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଫୁଲମଣି କେରକେଟା,ସରପଞ୍ଚ ଦୁଲାରୀ ଖାଖା, ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟା ପ୍ରଧାନ ଯୋଗଦେଇ ଟ୍ରଷ୍ଟ ର ଏଭଳି କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ଏହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ ବୋଲି ମତ ରଖିଥିଲେ। ଟ୍ରଷ୍ଟର ଅଧ୍ୟକ୍ଷା ଡ ଧୁପାଳ ସ୍ବର୍ଗତ ପିତା ବନମାଳୀଙ୍କ ପୂଣ୍ୟ ତିଥି ଅବସରରେ ତାଙ୍କର ଜୀବନାଦର୍ଶ, ସମାଜ ପ୍ରତି ଦାୟିତ୍ୱବୋଧ, ସାମାଜିକ ପ୍ରତିବଦ୍ଧତାର କିପରି ମୂର୍ତ୍ତିବନ୍ତ ବ୍ୟକ୍ତିତ୍ଵ ଥିଲେ ତାହା ବକ୍ତବ୍ୟ ରଖିବା ସହ ଆଗାମୀ ଦିନରେ ଏହିପରି ସାମାଜିକ କାର୍ଯ୍ୟକ୍ରମ ବଜାୟ ରଖିବାକୁ ପ୍ରତିଶ୍ରୁତି ଦେଇଥିଲେ। ଟ୍ରଷ୍ଟି ଶ୍ରୀ ଦାସ ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକର ପ୍ରଥମ ଡାକ୍ତରୀ ପଢୁଥିବା ଛାତ୍ର ସତ୍ୟ ଓରାମ, ଆଶାକର୍ମୀ ଜୟନ୍ତୀ ନାୟକ,ସୁମନ ଓରାମ, ସ୍ବେଚ୍ଛାସେବୀ ମେରୀ ବାର୍ଲା,ଚୁମାନୀ ଓରାମ, ଶାନ୍ତି ମାଝୀ,ଲିଲି ସଏ, ଶିକ୍ଷକ ସଞ୍ଜୟ ଲାକ୍ରା, ସ୍କୁଲ ପରିଚାଳନା ସଭାପତି ଶୀତଳ ସମାସୀ,ସୁମିତ ଓରାମ ଓ ହସ୍ପିଟାଲ ତରଫରୁ ନିଲୁ ଦାସ, ସୁଶାନ୍ତ କୁମାର ସାହୁ,ଆର୍ଯ୍ୟନ ପ୍ରସାଦ, ରାହୁଲ କୁମାର ସାହୁ, ସଞ୍ଜୀବ ସାମଲ, ହେମନ୍ତ ଦାସ, ଆଶିଷ ତିୱ।ରୀ, ସିଦ୍ଧାର୍ଥ ସାହୁ, ରବିନ୍ଦ୍ର ସିଂ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ। ସେହିପରି ଅନୁଷ୍ଠାନ ତରଫରୁ ମାଗଣା ପୋଷାକ ବଣ୍ଟନ କରାଯାଇଥିଲା। ସୂଚନାଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ପାଇଁ ପୂର୍ବରୁ ହାଇଟେକ୍ ମେଡିକାଲ୍ କଲେଜ ଠାରେ ଏକ ରକ୍ତଦାନ ଶିବିର ଓ ବୈକୁଣ୍ଠ ଘାଟ ଠାରେ ସ୍ବଚ୍ଛତା କାର୍ଯ୍ୟକ୍ରମ କରାଯାଇ ସାଧାରଣରେ ସଚେତନତା ସୃଷ୍ଟି କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ସମସ୍ତ ଡାକ୍ତର ମାନଙ୍କୁ ସେମାନଙ୍କ ନିଃସ୍ଵାର୍ଥପର ସେବା ପାଇଁ ଅନୁଷ୍ଠାନ ତରଫରୁ ଉତ୍ତରୀୟ, ପୁଷ୍ପଗୁଛ ଓ ମାନପତ୍ର ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା।

Sundargarh Town, Sundargarh | Jun 8, 2026

ରାଉରକେଲା; ଅପରାଧୀ ଓ ନିଶା ବ୍ୟବସାୟୀ ଙ୍କୁ ତ୍ରାହି ନାହିଁ। ଜିଲ୍ଲା ପ୍ରଶାସନ ଓ ପୋଲିସର କଡା କାର୍ଯ୍ୟନୁଷ୍ଠାନ।

#smsnewsnetwork #Rourkela #sprourkela #RMC #commissioner #drugsmafia #criminals #districtadministration

ରାଉରକେଲା; ଅପରାଧୀ ଓ ନିଶା ବ୍ୟବସାୟୀ ଙ୍କୁ ତ୍ରାହି ନାହିଁ। ଜିଲ୍ଲା ପ୍ରଶାସନ ଓ ପୋଲିସର କଡା କାର୍ଯ୍ୟନୁଷ୍ଠାନ। #smsnewsnetwork #Rourkela #sprourkela #RMC #commissioner #drugsmafia #criminals #districtadministration

Sundargarh Town, Sundargarh | Jun 8, 2026

SMS News Bureau Rourkela 

ସକାଳୁ ସକାଳୁ ଜୁଆ ଆଡ୍ଡା ଉପରେ ପୋଲିସ ର ଚଢାଉ 

ଲକ୍ଷାଧିକ ଟଙ୍କା ସହ ଜୁଆ ଖେଳ ରେ ବ୍ୟବହୃତ ସାମଗ୍ରୀ ଜବତ୍ 

ଖେଳ ରେ ସଂପୃକ୍ତ ୪ ଜଣ ଙ୍କୁ ଉଠାଇ ନେଲା ପୋଲିସ 

ସେକ୍ଟର ୧୫ ଥାନା ଅନ୍ତର୍ଗତ ଲୁଆକେରା ଠାରେ ଜୁଆ ଖେଳ ଚାଲୁଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଆଜି ସକାଳୁ ଚଢ଼ାଉ କରିଥିଲା। ଏହି ଚଢ଼ାଉ କାଳରେ ଲକ୍ଷାଧିକ ଟଙ୍କା ଜବତ ସହ ଜୁଆ ଖେଳ ରେ ବ୍ୟବହୃତ ସାମଗ୍ରୀ ଜବତ୍ କରାଯାଇଛି।ଏହି ଘଟଣା ରେ ସଂପୃକ୍ତ ୪ ଜଣ କୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି। ଘଟଣା ବାବଦରେ ପୋଲିସ ପକ୍ଷରୁ ସବିଶେଷ ତଥ୍ୟ କୁ ଅପେକ୍ଷା କରାଯାଇଛି।

SMS News Bureau Rourkela ସକାଳୁ ସକାଳୁ ଜୁଆ ଆଡ୍ଡା ଉପରେ ପୋଲିସ ର ଚଢାଉ ଲକ୍ଷାଧିକ ଟଙ୍କା ସହ ଜୁଆ ଖେଳ ରେ ବ୍ୟବହୃତ ସାମଗ୍ରୀ ଜବତ୍ ଖେଳ ରେ ସଂପୃକ୍ତ ୪ ଜଣ ଙ୍କୁ ଉଠାଇ ନେଲା ପୋଲିସ ସେକ୍ଟର ୧୫ ଥାନା ଅନ୍ତର୍ଗତ ଲୁଆକେରା ଠାରେ ଜୁଆ ଖେଳ ଚାଲୁଥିବା ନେଇ ପୋଲିସ ବିଶେଷ ସୁତ୍ରରୁ ଖବର ପାଇ ଆଜି ସକାଳୁ ଚଢ଼ାଉ କରିଥିଲା। ଏହି ଚଢ଼ାଉ କାଳରେ ଲକ୍ଷାଧିକ ଟଙ୍କା ଜବତ ସହ ଜୁଆ ଖେଳ ରେ ବ୍ୟବହୃତ ସାମଗ୍ରୀ ଜବତ୍ କରାଯାଇଛି।ଏହି ଘଟଣା ରେ ସଂପୃକ୍ତ ୪ ଜଣ କୁ ପୋଲିସ ଉଠାଇ ନେଇଥିବା ଜଣାପଡିଛି। ଘଟଣା ବାବଦରେ ପୋଲିସ ପକ୍ଷରୁ ସବିଶେଷ ତଥ୍ୟ କୁ ଅପେକ୍ଷା କରାଯାଇଛି।

Sundargarh Town, Sundargarh | Jun 8, 2026