Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: ମାଳିସାହି ଗ୍ରାମ ରାସ୍ତାରୁ ବେଆଇନ ଦେଶି ମହୁଲି ମଦ ସହିତ ଆସାମୀକୁ ଗିରଫ କରି ମାମଲା ରୁଜୁ କଲା ଅବକାରୀ ପୋଲିସ

ଆଜି ରାତ୍ର ୮ଟା ସମୟରେ ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ l ଆଜି ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ମାଳିସାହି ଗ୍ରାମ ରାସ୍ତାରେ ବେଆନ ଦେଶି ମହୁଲି ମଦ କାରବାର ନେଇ ସକାଳ ପାଖାପାଖି ୧୦ଟା ସମୟରେ ଚଢ଼ାଉ କରିଥିଲା l ଏହି ଚଢ଼ାଉରେ ବେଆନ ୧୦ଲିଟର ଦେଶିମହୁଲି ମଦ ଜବତ କରି l ଏଥିରେ ସମ୍ପୃକ୍ତ ଆଶାମିଳୁ ଗିରଫ କରି ୧୧୩/୨୦୨୫-୨୬ ରେ ମାମଲା ରୁଜୁ କରାଯାଇ BNSS ୩୫(୩)ରେ ନୋଟିସ ଦେଇ ଛାଡି ଦିଆ ଯାଇଛି l
ବୌଦ୍ଧ ସଦର: ମାଳିସାହି ଗ୍ରାମ ରାସ୍ତାରୁ ବେଆଇନ ଦେଶି ମହୁଲି ମଦ ସହିତ ଆସାମୀକୁ ଗିରଫ କରି ମାମଲା ରୁଜୁ କଲା ଅବକାରୀ ପୋଲିସ - Baudh Sadar News