ଚାକିରି ରୁ ବହିଷ୍କୃତ ହେଲେ, ଜଳେଶ୍ଵର ମ୍ୟୁନିସିପାଲଟି ର ସିଏଲଟିସି
ଟଙ୍କା ନେଇ ଆବାସ ଘର ବଣ୍ଟନ ହେଉଛି ନା ପୌରାଧ୍ୟକ୍ଷଙ୍କ ଚାପରେ ଅଯୋଗ୍ୟଙ୍କୁ ମିଳୁଛି କାର୍ଯ୍ୟାଦେଶ? ଜଳେଶ୍ୱର ପୌର ପରିଷଦରେ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗ। ଅଭିଯୋଗର ସତ୍ୟତା ଯାଞ୍ଚ କରିବା ସହ ଘଟଣାର ପର୍ଦ୍ଦାଫାସ କରିଛନ୍ତି ଖୋଦ୍ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ। ଏପଟେ ପୌର ପରିଷଦର ସିଏଲ୍ଟିସି ହିତେଶ ପ୍ରଧାନ ଏହି କାର୍ଯ୍ୟାଦେଶ ପ୍ରଦାନ ପଛରେ ପୌରାଧ୍ୟକ୍ଷ ପ୍ରତାପ କୁମାର ପ୍ରଧାନଙ୍କ ଚାପ ଥିବା ଅଭିଯୋଗ କରିଛନ୍ତି। ଯାହା ଫଳରେ ଚାକିରି ରୁ ବହିଷ୍କୃତ ହୋଇଛନ୍ତି ଜଳେଶ୍ଵର ମ୍ୟୁନିସିପାଲଟି ର ସିଏଲଟିସି
Surajtv Collector & DM Balasore CMO Odisha #jaleswar #balasore Brajamohan Pradhan Pratap Chandra Sarangi