#ଅନଶନ_ପାଇଁ_ଚେତାବନୀ_ଦେଲେ_ଗ୍ରାମବାସୀ
ହାମଲେଟ ଗାଁ ଘୋଷଣାରେ ଅବିଳମ୍ବତା,ବର୍ଷେ ଧରି ହୋଇପାରୁନି ଜମିବାଡ଼ି କିଣାବିକା,ଅନ୍ୟ ୩ ଓ୍ବାର୍ଡ଼ବାସୀ ପ୍ରଭାବିତ, ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ଅନ୍ତର୍ଗତ ଦରଦା ଗ୍ରାମରେ....
Surajtv CMO Odisha Pratap Chandra Sarangi Collector & DM Balasore Subasini Jena Suresh Pujari Prithiviraj Harichandan #darada #basta #balasore
Baleshwar Sadar, Balasore | Nov 22, 2026