ଲଖନପୁର: ଝାରସୁଗୁଡ଼ାରେ ଖାଦ୍ୟ ଓ ଔଷଧ ନିୟମ ପାଳନକୁ ନେଇ ପ୍ରଶାସନ କଡ଼ାକଡ଼ି
ଝାରସୁଗୁଡ଼ା ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଓ ଔଷଧ ନିୟନ୍ତ୍ରଣ ନିୟମର ପାଳନ ସୁନିଶ୍ଚିତ କରିବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ପ୍ରଶାସନ ପକ୍ଷରୁ କଡ଼ା ପଦକ୍ଷେପ ନିଆଯାଉଛି। ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଓ ସୁରକ୍ଷା ପାଇଁ ଏହି ତଦାରଖ ବ୍ୟବସ୍ଥା ଜାରି ରହିଛି।