ଲଖନପୁର: ଝାରସୁଗୁଡ଼ା: କଞ୍ଜିଝରଣ ସରକାରୀ ପ୍ରାଥମିକ ବିଦ୍ୟାଳୟର ହେଲା ଉନ୍ନତୀକରଣ
ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ୍ର କଞ୍ଜିଝରଣ ସରକାରୀ ପ୍ରାଥମିକ ବିଦ୍ୟାଳୟକୁ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଯୋଜନାରେ ଉନ୍ନତ କରାଯାଇଛି। ଏହି ପଦକ୍ଷେପ ଦ୍ୱାରା ଛାତ୍ରଛାତ୍ରୀଙ୍କ ପାଇଁ ଏକ ସୁରକ୍ଷିତ ଓ ଶିକ୍ଷା ଅନୁକୂଳ ପରିବେଶ ସୃଷ୍ଟି ହୋଇଛି।