ସୁନ୍ଦରଗଡ ସହର: ଟାଉନ ଥାନା ଅନ୍ତର୍ଗତ ସରକାରୀ ମହିଳା ମହା ବିଦ୍ୟାଳୟ ସମ୍ମୁଖରେ ମାରୁତି କାର ଦୁର୍ଘଟଣା ଗ୍ରସ୍ତ
ସୁନ୍ଦରଗଡ ରବିବାର ଦିନ ଏଗାରଟା ତିରିଶ ମିନିଟ୍ ସମୟରେ ଟାଉନ ଥାନା ଅନ୍ତର୍ଗତ ସରକାରୀ ମହିଳା ମହା ବିଦ୍ୟାଳୟ ସମ୍ମୁଖରେ ମାରୁତି କାର ଦୁର୍ଘଟଣା ଗ୍ରସ୍ତ। ସୂଚନା ମୁତାବକ ଏକ ଟାଟା ଏସ ଗାଡ଼ି କୁ କାର ଟି ପଛପଟୁ ଧକ୍କା ଦେବା ଫଳରେ କାର ଚାଳକ ଆହତ ହୋଇଥିବା ସୂଚନା ମିଳିଛି। କାର ଚାଳକଙ୍କୁ ସ୍ଥାନୀୟ ଲୋକେ ହସ୍ପିଟାଲ ପଠାଇଥିବା ଜଣା ପଡ଼ିଛି। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।