Public App Logo
Profile Picture

Kishore Kumar Nayak

@kishore85153
18863Followers
5Following
ରାଉରକେଲା ମ୍ୟୁନିସିପାଲଟି: ତଳସରା ଛଲ୍ ରେ ସରକାରୀ ଡାକ ବଙ୍ଗଳା ନିର୍ମାଣ ନିମନ୍ତେ ଭିତ୍ତି ପ୍ରସ୍ତର ସ୍ଥାପନ ମୁଖ୍ୟ ଅତିଥି ଉପ ବାଚସ୍ପତି
ବଣେଇ: ମାଦ୍ରି କାଲ ଭବନରେ ପ୍ରମେୟ ପକ୍ଷରୁ ନୂଆଁ ଖାଇ ଭେଟ ଘାଟ ସମ୍ମାନ ସମାରୋହ   କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ଉପ  ବାଚସ୍ପତି ଓଡ଼ିଶା ବିଧାନ ସଭା
ରାଉରକେଲା ମ୍ୟୁନିସିପାଲଟି: ଡେଙ୍ଗୀଭାଡି ରାଧାକୃଷ୍ଣ ମନ୍ଦିର ପୁଅଜୀଉତିଆ  ପୂଜା ପାଳନ ହୋଇଯାଇଛି
ସୁନ୍ଦରଗଡ: ଆଭା ବାଳିକା ଉଚ୍ଚ ବିଦ୍ୟାଳୟ ତେଲେନ୍ ଡିହି ରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି
ସୁନ୍ଦରଗଡ: ବଡ ଗାଁ ର ବରିଷ୍ଠ ନାଗରିକ ସଂଘ ପକ୍ଷରୁ ଏସ ପି ଙ୍କୁ ବିଭିନ୍ନ ଦାବି ନେଇ ଦାବି ପତ୍ର ପ୍ରଦାନ ପରେ ଦେଲେ ପ୍ରତିକ୍ରିୟା
ସୁନ୍ଦରଗଡ: ଆସନ୍ତା ୭ ତାରିଖ ବିଜେଡ଼ି ର ଅର୍ଥନୈତିକ ଅବରୋଧ କୁ ନେଇ ଜିଲ୍ଲା ବିଜେଡ଼ି ଅଫିସ ରୁ ବିଧାୟକ ଯୋଗେଶ ସିଂ ଙ୍କ ପ୍ରତିକ୍ରିୟା
ରାଉରକେଲା ମ୍ୟୁନିସିପାଲଟି: ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ ଥିବା ଗାନ୍ଧୀ ଜି ଙ୍କ ପ୍ରତିମୂର୍ତ୍ତି ନିକଟରେ ଗାନ୍ଧୀ ଜୟନ୍ତୀ ପାଳନ
ରାଉରକେଲା ମ୍ୟୁନିସିପାଲଟି: କିରେଇ ପଞ୍ଚାୟତ ରୁ ବିଜେଡ଼ି ର ଜନ ସଂପର୍କ ପଦଯାତ୍ରା ଅଭିଯାନ ଆରମ୍ଭ କୁ ନେଇ ବିଧାୟକ ଯୋଗେଶ ସିଂ ଙ୍କ ପ୍ରତିକ୍ରିୟା
ସୁନ୍ଦରଗଡ: କିରେଇ ରେ ବିଜେଡ଼ି ର ଜନ ସଂପର୍କ ପଦଯାତ୍ରା ଅଭିଯାନ ଅକ୍ଟେବର ୨ ରୁ ନଭେମ୍ବର ୨ ଜିଲ୍ଲା ପରିଷଦ ସଭ୍ୟ ଅଶ୍ୱନି ନାଏକ ଙ୍କ ପ୍ରତିକ୍ରିୟା
ସୁନ୍ଦରଗଡ: କିରେଇ ପଞ୍ଚାୟତ ବିକଶିତ ଗ୍ରାମ ପଞ୍ଚ୍ୟାୟ ଯୋଜନା ଅଫିସ୍ ପରିସରରେ ସ୍ଵତନ୍ତ୍ର ଗ୍ରାମ ସଭା ଅନୁଷ୍ଠିତ ବି ଡି ଓ ଙ୍କ ପ୍ରତିକ୍ରିୟା
ସୁନ୍ଦରଗଡ: ଜିଲ୍ଲା ପ୍ରଶାସନ ପକ୍ଷରୁ ସଦଭାବନା ଭବନରେ ଗାନ୍ଧୀ ଜୟନ୍ତୀ ପାଳନ ହୋଇଛି
ବଣେଇ: ଲୁହୁରା ଢିପା ବରିଷ୍ଠ ନାଗରିକ ଆବାସ ରେ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ତରଫରୁ ଏକ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ
ସୁନ୍ଦରଗଡ: ଭୋଜପୁର ନିକଟରେ ଗାଡି ଭିତରେ ଜଣେ  ଯୁବକର ମୃତ ଠାବ ସେ ଘଟଣା କୁ ନେଇ ଟାଉନ ଥାନାରେ ମୃତ ଯୁବକର ଭାଈ ଓ ସାଙ୍ଗ ଙ୍କ ପ୍ରତିକ୍ରିୟା
ରାଉରକେଲା ମ୍ୟୁନିସିପାଲଟି: ଡିଏଫଓ ଅଫିସ ସଭା ଗୃହରେ ରେ ବନ ବିଭାଗ ପକ୍ଷରୁ  ୭୨ ତମ wildlife week ଅବସରରେ ସଚେତନ କାର୍ଯ୍ୟକ୍ରମ ACF  ଙ୍କ ପ୍ରତିକ୍ରିୟା
ରାଉରକେଲା ମ୍ୟୁନିସିପାଲଟି: ତଳସରା ଥାନା ଅନ୍ତର୍ଗତ ସୁନ୍ଧା ପାଣି ରାସ୍ତାରେ ବୋଲେରୋ ଗାଡ଼ି ଧକ୍କା ରେ ଜଣେ ମୃତ ସୂଚନା
ରାଉରକେଲା ମ୍ୟୁନିସିପାଲଟି: ଡିଏଫଓ ଅଫିସ ସଭା ଗୃହରେ ରେ ବନ ବିଭାଗ ପକ୍ଷରୁ  ୭୨ ତମ wildlife week ଅବସରରେ ସଚେତନ କାର୍ଯ୍ୟକ୍ରମ ACF  ଙ୍କ ଅଧ୍ୟକ୍ଷତାରେ
ରାଉରକେଲା ମ୍ୟୁନିସିପାଲଟି: ରେଭିନ୍ୟୁ କଲୋନୀ ଅବସର ପ୍ରାପ୍ତ ବରିଷ୍ଠ ନାଗରିକ ସରକାରୀ କର୍ମଚାରୀ ସଙ୍ଘ ଅଫିସ ରେ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପାଳନ
ସୁନ୍ଦରଗଡ: ରାବଣଡ଼ିହି ବୃଦ୍ଧା ଆଶ୍ରମ ରେ ରେଡ କ୍ରସ ଓ ସିମରାନ ଫାଉଣ୍ଡେସନ ପକ୍ଷରୁ ରକ୍ତ ଦାନ ଶିବିର ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଉପଲକ୍ଷେ
ସୁନ୍ଦରଗଡ: ପୌରପାଳିକା ପକ୍ଷରୁ ବଡ ପତ୍ରା ପାଲି ରେ ସ୍ବଚ୍ଛତା ଅଭିଯାନ କାର୍ଯ୍ୟକ୍ରମ ମୁଖ୍ୟ ଅତିଥି ପୌର ପରିଷଦ ଅଧ୍ୟକ୍ଷା ଓ ଅଧିକାରୀ ଙ୍କ ପ୍ରତିକ୍ରିୟା
ସୁନ୍ଦରଗଡ: ସାହାଣୀ କପ୍ ଫୁଟବଲ୍ ମୟୂରଭଞ୍ଜ ସୁନ୍ଦରଗଡ କ୍ୱାର୍ଟର ଫାଇନାଲ ରେ ମୟୂରଭଞ୍ଜ କୁ ହରାଇ ସୁନ୍ଦରଗଡ ସେମିଫାଇନାଲ ରେ ପ୍ରବେଶ କରିଛି
ସୁନ୍ଦରଗଡ: ପୋସ୍କୋ କୋର୍ଟ ରେ ଆଜି ତଲସରା ଥାନା ଅଂଚଳର ନାବାଳିକା ଗଣ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇବ ସରକାରୀ ଓକିଲ ପ୍ରଭାତ ନନ୍ଦ ଙ୍କ ପ୍ରତିକ୍ରିୟା
ରାଉରକେଲା ମ୍ୟୁନିସିପାଲଟି: ବି ଏସ ହାଇ ସ୍କୁଲ ଜେଲ୍ ରୋଡ ପରିବା ହାଟ ରେ ରହିଥିବା ସମସ୍ୟା କୁ ନେଇ ପ୍ରତିକ୍ରିୟା ପ୍ରକାଶ କଲେ ସ୍ଥାନୀୟ ସମାଜସେବୀ ଓ ବାସିନ୍ଦା
ସୁନ୍ଦରଗଡ: ପୌରପାଳିକା ଅଫିସ କଲ୍ୟାଣ ମଣ୍ଡପ ରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଅନୁଷ୍ଠିତ ଚେୟାରମେନ ଓ ଅଧିକାରୀ ଙ୍କ ପ୍ରତିକ୍ରିୟା
ସୁନ୍ଦରଗଡ: ପୌରପାଳିକା ଅଫିସ କଲ୍ୟାଣ ମଣ୍ଡପ ରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର କୁ ନେଇ ସିଡିଏମଓ ପ୍ରତିକ୍ରିୟା
ସୁନ୍ଦରଗଡ: ସୁନ୍ଦରଗଡ ରେ ଓଡ଼ିଶା ବନ୍ଦ ର ପ୍ରଭାବ ନାହିଁ ଦୋକାନ ବଜାର ବସ ଚଳାଚଳ ହେଉଛି