Public App Logo
Jansamasya
News
���ुलिस
Bjp
National
Bihar
���िहार
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
No video available

ସୁନ୍ଦରଗଡ ସହର: ରିଜେଣ୍ଟ ମାର୍କେଟ ର ତିନି ଜଣ ସେମିନା ଇବ ନଦୀ ର ବୁଡ଼ି ପ୍ରାଣ ହରାଇ ଥିବା ଜଣେ ଯୁବକ ଓ ଦୁଇ ନାବାଳକ ଙ୍କ ଅନ୍ତିମ ସଂସ୍କାର ସମାପନ

ସୁନ୍ଦରଗଡ ରବିବାର ସଂଧ୍ୟା ପାଞ୍ଚଟା ତିରିଶ ମିନିଟ୍ ସମୟରେ ଗତ କାଲି ସେମୀନା ଇବ ନଦୀରେ ବୁଡ଼ି ପ୍ରାଣ ହରାଇ ଥିବା ଜଣେ ଯୁବକ ଓ ଦୁଇ ନାବାଳକ ଙ୍କ ଅନ୍ତିମ ସଂସ୍କାର ସୁନ୍ଦରଗଡ ଗାନ୍ଧୀ ପଡ଼ା ସ୍ଥିତ ଶ୍ମଶାନ ଘାଟରେ ଏକ ଶୋକା କୁଳ ପରିବେଶ ରେ ସମାପନ କରାଗଲା । ମୃତକଙ୍କ ରିଜେଣ୍ଟ ମାର୍କେଟ ସ୍ଥିତ ବାସ ଭବନ ରୁ ଏକ ସଭା ଯାତ୍ରା ବାହାରି ମାର୍କେଟ ସ୍ଥିତ ମସଜିଦ ହୋଇ ନିଆଯାଇଥିଲା। ସହ ସହ ଆତ୍ମୀୟ ସଜନ ଯୋଗ ଦେଇଥିଲେ।