Public App Logo
Jansamasya
News
���ुलिस
Bjp
National
Bihar
India
Congress
Modi
Delhi
Viral
Jharkhand
���ेट्रोल
���िल्ली
���िरफ्तार
Breakingnews
Madhya_pradesh
Pmmodi
Rahulgandhi
Haryana
Uttarpradesh
Jdu
Sambalpur
Cyclone
Crimenews
Bareilly
Bcci
Agra
Breaking
Aimim
No video available

ସୁନ୍ଦରଗଡ ସହର: ମହାଦେବ ପଡ଼ା ର ଜଣେ ମହିଳା ତାଙ୍କ ସ୍ଵାମୀ ନାଁ ରେ ଟାଉନ ଥାନାରେ କଲେ ଅଭିଯୋଗ

ସୁନ୍ଦରଗଡ ଶନିବାର ସଂଧ୍ୟା ସାତଟା ସମୟରେ ମହାଦେବ ପଡ଼ା ର ଜଣେ ମହିଳା ତାଙ୍କ ସ୍ଵାମୀ ନାଁ ରେ ଟାଉନ ଥାନାରେ କଲେ ଅଭିଯୋଗ । ତାଙ୍କ ସ୍ଵାମୀ ମଦ୍ୟପାନ କରି ତାଙ୍କୁ ମାରପିଟ୍ କରୁଥିବା ଅଭିଯୋଗ ସେ ଟାଉନ ଥାନାରେ କରିଛନ୍ତି। ତାଙ୍କ ସ୍ଵାମୀ ବୃତ୍ତି ରେ ଜଣେ ଡ୍ରାଇଭର ସେ ଜଣେ ସରକାରୀ ବାବୁଙ୍କ ଗାଡ଼ି ଚଲାନ୍ତି ବୋଲି ସୁଚନା ମିଳିଛି।

MORE NEWS