Install App
Login
HOME
Delhi
Haryana
Uttar Pradesh
Bihar
Chhattisgarh
Madhya Pradesh
Rajasthan
Jharkhand
Himachal Pradesh
Uttarakhand
Punjab
Andhra Pradesh
Telangana
Tamil Nadu
Karnataka
Maharashtra
Assam
West Bengal
Tripura
Gujarat
Odisha
Kerala
Jansamasya
News
पुलिस
Bjp
National
Police
Bihar
India
कांग्रेस
बीजेपी
भाजपा
Congress
Modi
Delhi
Viral
Jharkhand
Up
Rajasthan
Bollywood
Patna
Breakingnews
Narendramodi
Nitishkumar
Madhya_pradesh
Cm
Pmmodi
Rahulgandhi
यूपी
कानपुर
Uttarpradesh
usr04050397
3
କେନ୍ଦୁଝର ସହର: ମୁରୁଗାଗୋଠ ଗ୍ରାମରେ କୀଟନାଶକ ପିଇ ମହିଳା ଗୁରୁତର
Kendujhar Town, Kendujhar
| Oct 31, 2025
ଆନନ୍ଦପୁର ଉପଖଣ୍ଡ ମୁରୁଗାଗୋଠ ଗ୍ରାମରେ କୀଟନାଶକ ପିଇ ମହିଳା ଗୁରୁତର ହୋଇଛନ୍ତି । ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଉପଖଣ୍ଡ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।
MORE NEWS
#ଆନନ୍ଦପୁରକୁ_ଫେରିଲା_ନରହନ୍ତା_ଦନ୍ତା ପୁଣି ଆନନ୍ଦପୁର ସହରକୁ ଫେରିଲା ନରହନ୍ତା ଦନ୍ତା । ଆଜି ସକାଳେ ଆନନ୍ଦପୁର ପୌରାଞ୍ଚଳ ଫକିରପୁର ଆମ୍ବତୋଟାରେ ଏକ ଦନ୍ତାହାତୀ ଦେଖି ଲୋକେ ଭୟଭୀତ ହୋଇ ବନ ବିଭାଗକୁ ଖବର ଦେଇଥିଲେ । #latastnewsupdate #pabitranewsodisha #elephant #anandpur #keonjhar
Kendujhar Town, Kendujhar | Jun 17, 2026
#ସୁନା_ହାର_ସହିତ_ନଗଦ_ଟଙ୍କା_ଲୁଟିନେଇ_ପଳାଇଥିବା_ଚୋର_କୁ_ଧରିଲା_ପୋଲିସ ସୁନାହାର ସହିତ ନଗଦ ଟଙ୍କା ଚୋରି କରି ପଳାଇଥିବା ଚୋର କୁ ପଶ୍ଚିମବଙ୍ଗର ହାଓଡ଼ା ଜିଲ୍ଲାରୁ ଚୋରକୁ ଧରିଲା କରଞ୍ଜିଆ ପୋଲିସ,ଚୋରି ହାର ଉଦ୍ଧାର | #latastnewsupdate #BreakingNews #Mayurbhanj #Karanjia #pabitranewsodisha
Kendujhar Town, Kendujhar | Jun 17, 2026
#ଚାନ୍ଦବାଲିରେ_ରଜ_ମହୋତ୍ସବ_ପାଳନ। ଓଡ଼ିଆ ଅସ୍ମିତାର ଗଣପର୍ବ ପବିତ୍ର ରଜ ମହୋତ୍ସବ ଚାନ୍ଦବାଲି ବିଜୁ ସ୍ମୃତି ଭବନରେ ପାଳନ କରା ଯାଇଛି।ଯୋଗ ଦେଲେ ବିଜେପି ରାଜ୍ୟ ସଭାପତି ତଥା ରାଜ୍ୟସଭା ସାଂସଦ ମନମୋହନ ସାମଲ | #Chandbali #rajafestival #Monmohansamal #pabitranewsodisha
Kendujhar Town, Kendujhar | Jun 17, 2026
#ଦୁର୍ଘଟଣା_ଘଟାଇ_ଚମ୍ପଟ_ମାରୁଥିବ_ଟ୍ରକ_ଜବତ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଥାନା ଵାମନାଶାଳ ନିକଟରେ ପ୍ରାତଃ ଭ୍ରମଣ କରୁଥିବା ବେଳେ ୨ ଜଣ ଯୁବକ ଙ୍କୁ ପଛପଟରୁ ଧକ୍କା ଦେଇ ଦୃତ ଗତିରେ ଚମ୍ପଟ ମାରୁଥିବା ବେଳେ ଟ୍ରକ୍ କୁ ଜବତ କରିଛି ଠାକୁରମୁଣ୍ଡା ଥାନା ପୋଲିସ୍। #latastnewsupdate #pabitranewsodishalive #breakingnews #mayurbhanj
Kendujhar Town, Kendujhar | Jun 17, 2026
#କ୍ରିକେଟ_ପଡିଆରେ_ବଜ୍ରାଘାତରେ_ଚାଲିଗଲା_ଯୁବକଙ୍କ_ଜୀବନ। ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଅଢାପଲି ଗାଁରେ କ୍ରିକେଟ ଖେଳୁଥିବା ବେଳେ ବଜ୍ରାଘାତ ଘଟି ଚାଲିଗଲା ଯୁବକଙ୍କର ଜୀବନ। #latastnewsupdate #pabitranews #pabitranewsodishalive #dhenkanal #kankadahad
Kendujhar Town, Kendujhar | Jun 16, 2026