#ବଡ଼_ଡକାୟତ_ଯୋଜନାକୁ_ପଣ୍ଡ_କରିଛି_ସହଦେବ_ଖୁଣ୍ଟା_ପୋଲିସ । ସହରର ମାଲଗୋଦାମ ଅଞ୍ଚଳରୁ ୬ଜଣକୁ ଗିରଫ କରିଛି । ତାଙ୍କ ପାଖରୁ ଗୋଟେ ବନ୍ଧୁକ, ଚାରୋଟି ଜୀବନ୍ତ ଗୁଳି, ଦୁଇଟି ଅଫୁଟା ବୋମା, ତିନୋଟି ଖଣ୍ଡା, ଦୁଇଟି ମୋବାଇଲ ଏବଂ ତିନୋଟି ମଟର ସାଇକେଲ ଜବତ କରିଛି।
#latastnewsupdate #pabitranews #pabitranewsodishalive