#ସାପ_କାମୁଡିବା_ପରେ_ସାପ_କୁ_ଧରି_ମେଡ଼ିକାଲ_ଆସିଲେ_ମହିଳା
ବଜାରକୁ ଆସିଥିଲେ ମହିଳା ଜଣକ । ସେଠାରେ ଏକ ଅଜଣା ସାପ କାମୁଡ଼ି ଦେଲା କଣ କରିବ କିଛି ଜାଣି ପାରିଲା ନାହିଁ । ଗୋଟେ ବିସ୍କୁଟ ଜାର ଆଣି ସେ ସାପକୁ ପୁରେଇଲା । ତାପରେ ଗୋଟେ ବ୍ୟାଗ୍ ରେ ଭରି ଚାଲିଲା ମାଲକାନଗିରି ମେଡ଼ିକାଲକୁ । ସେପଟେ ସାପକୁ ଦେଖି ଡକ୍ଟର ତାସହ ପାଖରେ ଥିବା ଲୋକ ଛାନିଆ । କିନ୍ତୁ ମହିଳା ଜଣକ ଚୁପଚାପ୍ ସାପ ଜାର ଟିକୁ ବ୍ୟାଗ୍ ରୁ ବାହାର କରି ଡକ୍ଟରଙ୍କୁ ଦେଖେଇଲା । ଏବେ ସେ ସୁସ୍ଥ ମେଡିକାଲରେ ଅଧିକ ଚିକିତ୍ସା ଜାରି ରହିଛି।
#latastnewsupdate #pabitranews #malkangiri
#sneakerhead
Kendujhar Town, Kendujhar | Jun 26, 2026