ପୀତବାସ ପଣ୍ଡା ହତ୍ୟା ମାମଲାକୁ ପୁରିଲା ଆଜି ବର୍ଷେ । ସାକ୍ଷୀକୁ ଧମକ ଦେବା ମାମଲାରେ ଗୋସାଇଁନୁଆଁଗାଁ ଥାନା ରେ ହାଜର ହେଲେ ବିକ୍ରମ ପଣ୍ଡା।ସ୍ୱତନ୍ତ୍ର ଟିମ କରିଲେ ଜେରା। #gtvnewsodisha #berhampur #ganjam #odisha #silkcity