କାମାକ୍ଷାନଗର: ଭୁବନରେ ବୁଦ୍ଧେଶ୍ୱର ମହୋତ୍ସବ କେବେ ହେବ? ବିଧାୟକଙ୍କୁ ଭୁବନବାସୀଙ୍କ ପ୍ରଶ୍ନ
ଭୁବନର ଆରାଧ୍ୟ ଦେବତା ପ୍ରଭୁ ବୁଦ୍ଧେଶ୍ୱରଙ୍କ ମହୋତ୍ସବ ୨୦୨୩ ମସିହାରୁ ବନ୍ଦ ରହିଛି। ଏହି ମହୋତ୍ସବକୁ ପୁନର୍ବାର ଆରମ୍ଭ କରିବା ପାଇଁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ବିଧାୟକ ମହୋଦୟ ଏ ଦିଗରେ ପଦକ୍ଷେପ ନେବାକୁ ଭୁବନବାସୀ ନିବେଦନ କରିଛନ୍ତି।