Public App Logo
Jansamasya
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Indore
Nda
School
Cbi

ଧମା: ତେନ୍ତୁଳି କୁର୍ଲା ଠାରେ ରବି ଫସଲ କୁ ନେଇ କୃଷି ବିଭାଗ ଓ ଚାଷୀଙ୍କ ମଧ୍ୟରେ ଚୁକ୍ତିନାମା , 255 ଏକର ଜମିରେ ହେବ ଚାଷ

Dhama, Sambalpur | Jan 4, 2026
ତେନ୍ତୁଳି କୁର୍ଲା ଠାରେ ରବି ଫସଲ କୁ ନେଇ କୃଷି ବିଭାଗ ଓ ଚାଷୀଙ୍କ ମଧ୍ୟରେ ଚୁକ୍ତିନାମା , ସମ୍ବଲପୁର ଜିଲ୍ଲା ମାନେଶ୍ୱର ବ୍ଲକ ବରଗାଁ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳି କୁର୍ଲା ଠାରେ ରବିବାର ସକାଳେ ପାଣି ପଞ୍ଚାୟତ ପ୍ରତିନିଧି ଓ ଚାଷୀ ମାନଙ୍କ ମଧ୍ୟରେ ଧାନ ଚାଷ କରିବାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ସାଲେସିଂ ଠାରେ ଦିଆଯାଇଥିବା କ୍ରସ ବନ୍ଧ ତଳକୁ ଥିବା 4 ଟି ପାଣି ପଞ୍ଚାୟତ ଅଞ୍ଚଳରେ 255 ଏକର ରେ ଚଳିତ ବର୍ଷ ରବି ଫସଲରେ ଧାନ ଚାଷ କରାଯିବା କୁ ନେ କୃଷି ବିଭାଗ ଓ ଚାଷୀ ମାନଙ୍କ ମଧ୍ୟରେ ଏକ ଚୁକ୍ତି ନାମା କରାଯାଇଛି ।