ଏମ୍ଭି-୭୯ରେ ‘ଜିରୋ ଫେଟାଲିଟି ୱିକ୍’
ସଡ଼କ ସୁରକ୍ଷା ନେଇ ପୋଲିସ ଓ RTOର ସଚେତନତା ଅଭିଯାନ
ମାଲକାନଗିରି: ମାଲକାନଗିରି ଜିଲ୍ଲାର ଏମ୍ଭି-୭୯ ଠାରେ ପୋଲିସ ପ୍ରଶାସନ, RTO ଓ ସ୍ଥାନୀୟ ଅଞ୍ଚଳର ମିଳିତ ଉଦ୍ୟମରେ ‘ଜିରୋ ଫେଟାଲିଟି ୱିକ୍’ ପାଳନ ଅବସରରେ ବ୍ୟାପକ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।