Public App Logo
Jansamasya
���ादसा
News
Bjp
National
Bihar
���ीजेपी
���िधायक
Congress
Modi
Delhi
Viral
���ाजस्थान
Jharkhand
Rajasthan
���ध्यप्रदेश
���मित_शाह
Breakingnews
Narendramodi
Nitishkumar
Madhya_pradesh
Pmmodi
Rahulgandhi
���रियाणा
Haryana
���ादी
Crimenews
Nda
School
Cbi

ଧମା: ଖୁଣ୍ଟି ଗାଁ ରେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ମୃତ , ହତ୍ୟାକାରୀ ଭାଇ କୋର୍ଟ ଚାଲାଣ

Dhama, Sambalpur | Dec 31, 2025
ଖୁଣ୍ଟି ଗାଁ ରେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ମୃତ , ହତ୍ୟାକାରୀ ଭାଇ କୋର୍ଟ ଚାଲାଣ ସମ୍ବଲପୁର ଜିଲ୍ଲା ଧମା ଥାନା ମାଳତୀ ଗୁଣ୍ଡେରପୁର ଫାଣ୍ଡି ଖୁଣ୍ଟି ଗାଁରେ ଗତ ମଙ୍ଗଳବାର ରାତିରେ ଘଟିଥିଲା ବୀଭତ୍ସ ହତ୍ୟାକାଣ୍ଡ । ସାନଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇର ମୁଣ୍ଡ ଦୁଇଫାଳ ହୋଇ ମୃତ୍ୟୁ ବରଣ କରିଛନ୍ତି । ମୃତକ ଜଣକ ହେଲେ ପ୍ରଫୁଲ୍ଲ ବିଶି । ଅଭିଯୁକ୍ତ ସାନ ଭାଇ ସୁନୀଲ ବିଶିକୁ ବୁଧବାର ସକାଳେ ଧମା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ ଘରୋଇ କଳହ କୁ ନେଇ ସୁନୀଲ ନିଶା ଶକ୍ତ ଅବସ୍ଥାରେ ବଡ଼ ଭାଇ ପ୍ରଫୁଲ୍ଲ କୁ ଏକ ଟାଙ୍ଗିଆରେ ଚୋଟ ପକାଇଥିଲା ।
ଧମା: ଖୁଣ୍ଟି ଗାଁ ରେ ସାନ ଭାଇର ଟାଙ୍ଗିଆ ଚୋଟରେ ବଡ଼ ଭାଇ ମୃତ , ହତ୍ୟାକାରୀ ଭାଇ କୋର୍ଟ ଚାଲାଣ - Dhama News