Public App Logo
Jansamasya
News
पुलिस
Bjp
National
Bihar
बिहार
बीजेपी
भाजपा
विधायक
Congress
Modi
Delhi
Viral
Crime
Jharkhand
Up
Breakingnews
Narendramodi
Madhya_pradesh
Pmmodi
पटना
Rahulgandhi
Haryana
Crimenews
Bareilly
Breaking
Election
Politics
उत्तराखंड
No video available

ମହାକାଳପଡା: ମହାକାଳପଡା ରେ ବିଜେପିର ବିଶାଳ ରୋଡ ସୋ

ମହାକାଳପଡା ନିର୍ବାଚନ ମଣ୍ଡଳୀରେ ବିଜେପିର ବିରାଟ ରୋଡ ସୋ l କେନ୍ଦ୍ରାପଡା ସାଂସଦ ପାର୍ଥି ବୈଜୟନ୍ତ ପଣ୍ଡା ଏବଂ ମହାକାଳପଡା ନିର୍ବାଚନ ମଣ୍ଡଳୀର ବିଧାୟକ ପାର୍ଥି ମହାକାଳପଡା ନିର୍ବାଚନ ମଣ୍ଡଳୀର ୨୫ ନଂ ଜୋନ ର ଅଙ୍ଗୁଳାଇ ଠାରୁ ୧୯ ନଂ ଜୋନ ର କେ.ବି ଦାଣ୍ଡୁଆ ପଂଚାୟତ ପର୍ଯ୍ୟନ୍ତ ପ୍ରାୟ ୩୦ କିଲୋମିଟର ରାସ୍ତାରେ ବାଇକ୍ ରାଲି ରେ ପାର୍ଥି ମାନେ ସେମାନଙ୍କ ଦଳୀୟ କର୍ମି ଓ ଶୁଭେଛୁ ସାଙ୍ଗରେ ନେଇ ବିରାଟ ରୋଡ ସୋ ମାଧ୍ୟମରେ ଜନ ସାଧାରଣଙ୍କ ଶୁଭେଛା ନେଇଥିଲେ l ରାସ୍ତାର ଉଭୟ ପାର୍ଶ୍ବରେ ଜନ ସାଧାରଣ ଓ ଶୁଭେଛୁ ମାନେ ସେମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରିଥିଲେ।

MORE NEWS

ମହାକାଳପଡା: ମହାକାଳପଡା ରେ ବିଜେପିର ବିଶାଳ ରୋଡ ସୋ - Mahakalapada News