Public App Logo
Jansamasya
News
पुलिस
Bjp
National
Bihar
India
कांग्रेस
बीजेपी
Gujarat
भाजपा
Accident
Congress
Modi
Delhi
Viral
Jharkhand
Up
Breakingnews
Narendramodi
Madhya_pradesh
उत्तरप्रदेश
Pmmodi
Rahulgandhi
यूपी
कानपुर
Uttarpradesh
Haryana
Cricket
Uttarakhand
No video available

ଭଦ୍ରକ ଗ୍ରାମାଞ୍ଚଳ: ଗେଲଟୁଆ କୁଶ ଗଢିଆ ରାସ୍ତାକଡ ବିଲରେ ପଡିଛି ମୃତଦେହ, ହତ୍ୟା ସନ୍ଦେହ

Bhadrak Rural, Bhadrak | Jul 31, 2025
,ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅଧୀନ ଗେଲଟୁଆ ଗ୍ରାମ ର ସନ୍ତୋଷ ମଲ୍ଲିକ ସକାଳୁ ଜନୈକ ବ୍ୟକ୍ତି ଙ୍କ ସହ ବାଇକ୍ ରେ ଘରୁ ବାହାରିଥିଲେ । ପରେ କୁଷଗଡିଆ ଓ ବଗମରା ରାସ୍ତା କଡ଼ ରେ ଏକ ବ୍ୟକ୍ତି ବିଲ ରେ ପଡ଼ିଥିବା ଲୋକେ ଦେଖିଥିଲେ । ବ୍ୟକ୍ତି ଜଣକ ସନ୍ତୋଷ ମଲ୍ଲିକ ବୋଲି ଜଣା ପଡ଼ିବା ପରେ ଲୋକେ ପୋଲିସ କୁ ଖବର ଦେଇଥିଲେ । ମୃତଦେହ ର ମୁଁହ ରେ କ୍ଷତ ହୋଇଚି । ତେଣୁ ସ୍ଥାନୀୟ ଲୋକେ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଅଭିଯୋଗ ଆଣିଛନ୍ତି, ଏହି ଖବର ସକାଳ 8 ଘଟିକା ରେ ହସ୍ତଗତ ହୋଇଛି

MORE NEWS

🚨 ଦେଶୀ ମଦ ସହିତ ବିଅର ଜବତ, ୦୨ ଗିରଫ 🚨

ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ଦେଶୀ ମଦ ସହିତ ବିଭିନ୍ନ ବ୍ରାଣ୍ଡର ବିଅର ଜବତ କରାଯାଇଥିବା ବେଳେ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା।

📌 ଘଟଣାର ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ।

👍 Like | 💬 Comment | 🔄 Share | 🔔 Follow

#ଦେଶୀମଦ #ବିଅରଜବତ #୦୨ଗିରଫ #ଅବକାରୀବିଭାଗ #ମଦଜବତ #OdishaNews #BreakingNews #OdiaNews #NewsUpdate

🚨 ଦେଶୀ ମଦ ସହିତ ବିଅର ଜବତ, ୦୨ ଗିରଫ 🚨 ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ଦେଶୀ ମଦ ସହିତ ବିଭିନ୍ନ ବ୍ରାଣ୍ଡର ବିଅର ଜବତ କରାଯାଇଥିବା ବେଳେ ଘଟଣାରେ ୨ ଜଣଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୨୦ ହଜାର ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ସୂଚନା। 📌 ଘଟଣାର ସମ୍ପୂର୍ଣ୍ଣ ଖବର ଜାଣିବା ପାଇଁ ଭିଡିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। 👍 Like | 💬 Comment | 🔄 Share | 🔔 Follow #ଦେଶୀମଦ #ବିଅରଜବତ #୦୨ଗିରଫ #ଅବକାରୀବିଭାଗ #ମଦଜବତ #OdishaNews #BreakingNews #OdiaNews #NewsUpdate

Bhadrak Rural, Bhadrak | Aug 11, 2026

🚨 ରେଲୱେ ଟ୍ରାକ୍‌ରେ ଅଟକିଥିଲା ଟ୍ରକ୍! 😱🚆

ଚାହୁଁ ଚାହୁଁ ଘଟିଥାନ୍ତା ବଡ଼ ଦୁର୍ଘଟଣା! 😨

ଡ୍ୟୁଟିକୁ ଯାଉଥିବା ଯବାନମାନେ ଟ୍ରାକ୍‌ରେ ଅଟକିଥିବା ଟ୍ରକ୍‌କୁ ଦେଖି ମୁହୂର୍ତ୍ତକ ମଧ୍ୟ ବିଳମ୍ବ ନକରି ତୁରନ୍ତ ତାହାକୁ ହଟାଇଦେଲେ। ଯବାନଙ୍କ ତତ୍ପରତା ଯୋଗୁଁ ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା! 🇮🇳🫡

👏 ଯବାନଙ୍କ ସାହସ ଓ ତତ୍ପରତାକୁ ସଲାମ!

🎥 ଦେଖନ୍ତୁ ଘଟଣାର ଭିଡିଓ…

ଆପଣଙ୍କ ମତରେ ଏହି ଯବାନମାନଙ୍କ ପାଇଁ ଗୋଟିଏ ❤️ ତ ହେବା ଉଚିତ୍?

#Damoh #Railway #QRF #SAF #IndianForces #RailwayTrack #Rescue #BreakingNews #ViralVideo #RCNOdia

🚨 ରେଲୱେ ଟ୍ରାକ୍‌ରେ ଅଟକିଥିଲା ଟ୍ରକ୍! 😱🚆 ଚାହୁଁ ଚାହୁଁ ଘଟିଥାନ୍ତା ବଡ଼ ଦୁର୍ଘଟଣା! 😨 ଡ୍ୟୁଟିକୁ ଯାଉଥିବା ଯବାନମାନେ ଟ୍ରାକ୍‌ରେ ଅଟକିଥିବା ଟ୍ରକ୍‌କୁ ଦେଖି ମୁହୂର୍ତ୍ତକ ମଧ୍ୟ ବିଳମ୍ବ ନକରି ତୁରନ୍ତ ତାହାକୁ ହଟାଇଦେଲେ। ଯବାନଙ୍କ ତତ୍ପରତା ଯୋଗୁଁ ଟଳିଗଲା ଏକ ବଡ଼ ରେଳ ଦୁର୍ଘଟଣା! 🇮🇳🫡 👏 ଯବାନଙ୍କ ସାହସ ଓ ତତ୍ପରତାକୁ ସଲାମ! 🎥 ଦେଖନ୍ତୁ ଘଟଣାର ଭିଡିଓ… ଆପଣଙ୍କ ମତରେ ଏହି ଯବାନମାନଙ୍କ ପାଇଁ ଗୋଟିଏ ❤️ ତ ହେବା ଉଚିତ୍? #Damoh #Railway #QRF #SAF #IndianForces #RailwayTrack #Rescue #BreakingNews #ViralVideo #RCNOdia

Bhadrak Rural, Bhadrak | Aug 11, 2026