Public App Logo
Jansamasya
News
पुलिस
बॉलीवुड
Bjp
National
Police
Bihar
India
कांग्रेस
Congress
Modi
Delhi
Viral
Rajasthan
Bollywood
दिल्ली
Patna
Breakingnews
Narendramodi
Madhya_pradesh
अनिल
Cm
Pmmodi
Rahulgandhi
कानपुर
Pm
Uttarpradesh
Haryana
Lucknow

ବୌଦ୍ଧ ସଦର: ଲମ୍ବକାନୀ ଗ୍ରାମରୁ ବେଆନ ୯ଲିଟର ମହୁଲି ମଦ ଜବତ କରି ସମ୍ପୃକ୍ତ ଆସାମୀ ନାମରେ ମାମଲା ରୁଜୁ କଲା ବୌଦ୍ଧ ଅବକାରୀ ପୋଲିସ

ଆଜି ସନ୍ଧ୍ୟା ୭.୩୦ସମୟରେ ବୌଦ୍ଧ ଅବକାରୀ ଥାନା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ l ବୌଦ୍ଧ ଅବକାରୀ ଥାନା ପକ୍ଷରୁ ଆଜି ପାଖପାଖି ମଧ୍ୟାନ୍ହ ୧୨ଟା ସମୟରେ ବୌଦ୍ଧ ଥାନା ଅନ୍ତର୍ଗତ ବନ୍ଧାପଥର ପଞ୍ଚାୟତ ଅନ୍ତର୍ଗତ ଲମ୍ବକାନି ଗ୍ରାମରେ ବେଆନ ମଦ କାରବାର ନେଇ ଚଢ଼ାଉ କରାଯାଇଥିଲା l ଏହି ଚଢ଼ାଉ ୯ଲିଟର ବେଆନ ମହୁଲି ମଦ ଜବତ କରି ସମ୍ପୃକ୍ତ ଆସାମୀ ନାମରେ ୫୬/୨୦୨୫-୨୬ରେ ମାମଲା ରୁଜୁ କରାଯିବା ସାହିତ ୩୫ BNSS ରେ ନୋଟିସ ଦେଇ ଆସାମୀକୁ ଛାଡି ଦିଆଯାଇଛି l
ବୌଦ୍ଧ ସଦର: ଲମ୍ବକାନୀ ଗ୍ରାମରୁ ବେଆନ ୯ଲିଟର ମହୁଲି ମଦ ଜବତ କରି ସମ୍ପୃକ୍ତ ଆସାମୀ ନାମରେ ମାମଲା ରୁଜୁ କଲା ବୌଦ୍ଧ ଅବକାରୀ ପୋଲିସ - Baudh Sadar News