#ମଦ_ପିଇ_ହଟହଟା_ପୋଲିସ_ବାବୁ #ରେଭେନ୍ସା_କ୍ୟାମ୍ପସରେ ପୋଲିସ ବାବୁ ମଦ ପିଇ ଆସିଥିବା ଅଭିଯୋଗ ହେବା ପରେ ହଟହଟା ହେବାକୁ ପଡ଼ିଥିଲା ପୋଲିସ ବାବୁଙ୍କୁ। #viralpost #Odisha #StudentElections #angulexpress #highlight